ଦକ୍ଷିଣାଞ୍ଚଳ ଆଇଜି ଭାଵେ ଦାୟିତ୍ୱ ଗ୍ରହଣ କଲେ ଜେଏନ ପଙ୍କଜ
ଗଂଜାମ, 01 ସେପ୍ଟେମ୍ବର (ହି.ସ.) ଦକ୍ଷିଣାଞ୍ଚଳ ଆଇଜି ଭାଵେ ଦାୟିତ୍ୱ ଗ୍ରହଣ କଲେ ଜେଏନ ପଙ୍କଜ । ଆଇପିଏସ୍ ଶ୍ରୀ ଜେ.ଏନ୍. ପଙ୍କଜ, ଆଜି, ୧ ସେପ୍ଟେମ୍ବର ୨୦୨୬ ସକାଳେ ଆଇପିଏସ ଶ୍ରୀ ନୀତି ଶେଖରଙ୍କଠାରୁ ଦକ୍ଷିଣାଞ୍ଚଳ ରେଞ୍ଜ୍ର ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ---------------
Qwettyu


ଗଂଜାମ, 01 ସେପ୍ଟେମ୍ବର (ହି.ସ.) ଦକ୍ଷିଣାଞ୍ଚଳ ଆଇଜି ଭାଵେ ଦାୟିତ୍ୱ ଗ୍ରହଣ କଲେ ଜେଏନ ପଙ୍କଜ । ଆଇପିଏସ୍ ଶ୍ରୀ ଜେ.ଏନ୍. ପଙ୍କଜ, ଆଜି, ୧ ସେପ୍ଟେମ୍ବର ୨୦୨୬ ସକାଳେ ଆଇପିଏସ ଶ୍ରୀ ନୀତି ଶେଖରଙ୍କଠାରୁ ଦକ୍ଷିଣାଞ୍ଚଳ ରେଞ୍ଜ୍ର ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande