
ଭୁବନେଶ୍ୱର, 01 ସେପ୍ଟେମ୍ବର (ହି.ସ.)- ଜୟଦେବ ବିହାର
ସ୍ଥିତ ପାଲ ହାଇଟ ମଲ୍ ଭିତରେ ଥିବା ବର୍ଗର କିଙ୍ଗରେ ଚଢାଉ କରାଯାଇଛି । କେଏଫସିରୁ ମିଳିଲା ୬
କେଜିର ବାସି ଫ୍ରୋଜେନ ନନଭେଜ । ୩ ଟି ଟିମ୍ ଏକା ସାଙ୍ଗରେ ଯାଞ୍ଚ ଓ ଚଢାଉ କରିଛନ୍ତି । ରାଜଧାନୀର
ଫ୍ରୋଜେନ୍ ଫୁଡ୍ ବିକ୍ରି ହେଉଥିବା ସ୍ଥାନରେ ହେଉଛି ଚେକିଂ । ଫୁଡ୍ ସେଫ୍ଟି ଅଫିସର ସତ୍ୟଜିତ୍
ପଟେଲଙ୍କ ନେତୃତ୍ୱରେ ଯାଞ୍ଚ କରୁଛି ଟିମ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା