
ଭୁବନେଶ୍ୱର, 01 ସେପ୍ଟେମ୍ବର (ହି.ସ.)- ଓଡ଼ିଶାରେ
ଅଧିକରୁ ଅଧିକ ନିବେଶ ଆଣିବାକୁ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ୟୁଏଇଗସ୍ତ କରିବ ଏକ ପ୍ରତିନିଧି ମଣ୍ଡଳୀ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ସୂଚନା ଦେଇଛନ୍ତି ।ଦୁବାଇରେ
୮ରୁ ୧୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ନିବେଶକାରୀଙ୍କ ସହିତ ୱାନ୍ ଟୁ
ୱାନ୍ ଆଲୋଚନା ହେବ । ରୋଡ ଶୋ ରହିଛି, ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମ ବି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା