ଆଜି ସନ୍ଧ୍ୟାରେ କଣ୍ଠଶିଳ୍ପୀ ସ୍ୱର୍ଗତ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ଭୁବନେଶ୍ୱର, 01 ସେପ୍ଟେମ୍ବର (ହି.ସ.)- ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ୱର୍ଗତ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ୱରରେ ଆୟୋଜିତ ହେଉଛି ଶେଷ ଶ୍ରାବଣର ଅଫେରା ମାଝୀ ଶ୍ରଦ୍ଧାଞ୍ଜଳି ଉତ୍ସବ । ଏହି କାର୍ଯ୍ୟକ୍ରମ ଆଜି ମଙ୍ଗ
ଆଜି ସନ୍ଧ୍ୟାରେ କଣ୍ଠଶିଳ୍ପୀ     ସ୍ୱର୍ଗତ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ


ଭୁବନେଶ୍ୱର, 01 ସେପ୍ଟେମ୍ବର (ହି.ସ.)- ଓଡ଼ିଆ

ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ୱର୍ଗତ ଶ୍ରୀ ପ୍ରଣବ ପଟ୍ଟନାୟକଙ୍କ

ସ୍ମୃତିରେ ଭୁବନେଶ୍ୱରରେ ଆୟୋଜିତ ହେଉଛି ଶେଷ ଶ୍ରାବଣର ଅଫେରା ମାଝୀ

ଶ୍ରଦ୍ଧାଞ୍ଜଳି ଉତ୍ସବ । ଏହି କାର୍ଯ୍ୟକ୍ରମ ଆଜି ମଙ୍ଗଳବାର, ୧ ସେପ୍ଟେମ୍ବର ୨୦୨୬

ସନ୍ଧ୍ୟା ୭ ଘଟିକା ରେ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର

ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଆୟୋଜକ ହେଉଛନ୍ତି ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ

ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାରେ

ପ୍ରଣବ ପଟ୍ଟନାୟକଙ୍କ ଗୀତ ପରିବେଷଣ କରିବେ ତୃପ୍ତି ଦାସ, ଅନିନ୍ଦିତା ଦାସ, ସୌରଭ

ନାୟକ, ସିଦ୍ଧାର୍ଥ

ମିଶ୍ର, ସିଦ୍ଧାନ୍ତ

ଶତପଥୀ, ପ୍ରତିଭା

ପ୍ରଧାନ, ମିତାଲି

ଚିନରା, ଲିରିକା

ସିଂ, ଶାନ୍ତନୁ

ନାୟକ, ସୁଧିରଞ୍ଜନ

ମିଶ୍ର ଏବଂ ଛନ୍ଦା ମିଶ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande