ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀରେ ବିଜେପିରେ ସାମିଲ ହେଲେ ବିଜେଡି କର୍ମୀ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ବିଜେପିର ବିକାଶମୂଳକ କାର୍ଯ୍ୟଧାରା ଓ ଜନସେବା ପ୍ରତି ଆସ୍ଥା ପ୍ରକଟ କରି ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛଣିଜଙ୍ଗ ଗ୍ରାମପଞ୍ଚାୟତର ବାଲୁଙ୍କ ଗ୍ରାମର ବହୁ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି
ବିଜେପି ମିଶ୍ରଣ ପର୍ବ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ବିଜେପିର

ବିକାଶମୂଳକ କାର୍ଯ୍ୟଧାରା ଓ ଜନସେବା ପ୍ରତି ଆସ୍ଥା ପ୍ରକଟ କରି ଆଜି ନିମାପଡ଼ା-ଗୋପ

ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛଣିଜଙ୍ଗ ଗ୍ରାମପଞ୍ଚାୟତର ବାଲୁଙ୍କ ଗ୍ରାମର ବହୁ ବିଜେଡି କର୍ମୀ

ବିଜେପିରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ବିଜେପି

ପରିବାରକୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା । ଆପଣମାନଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଜନସେବାର ସଂକଳ୍ପକୁ

ଆହୁରି ଆଗକୁ ନେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande