ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ
ଗଞାମ, ୨୩ ସେପ୍େଟମ୍ବର (ହି.ସ.) ବନ୍ୟା ଆଶଙ୍କା ଓ ସମ୍ଭ୍ୟ ବାତ୍ୟା ମୁକାବିଲାଓ ଏହାରପ୍ରସ୍ତୁତି ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ସହକାରୀ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ତହସିଲଦାର ତ୍ରିଦେବ ରଥ,ବିଡିଓ ତୃପ୍ତିମୟୀ ଜେନା, ସିଡ଼ିପିଓ ମମତାଞ୍ଜଳିପଣ୍ଡା,ପରିଦର୍ଶିକା ଦିପ୍ତିରାଣୀ,ବାସ
Qweryyu


ଗଞାମ, ୨୩ ସେପ୍େଟମ୍ବର (ହି.ସ.) ବନ୍ୟା ଆଶଙ୍କା ଓ ସମ୍ଭ୍ୟ ବାତ୍ୟା ମୁକାବିଲାଓ ଏହାରପ୍ରସ୍ତୁତି ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ସହକାରୀ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ତହସିଲଦାର ତ୍ରିଦେବ ରଥ,ବିଡିଓ ତୃପ୍ତିମୟୀ ଜେନା, ସିଡ଼ିପିଓ ମମତାଞ୍ଜଳିପଣ୍ଡା,ପରିଦର୍ଶିକା ଦିପ୍ତିରାଣୀ,ବାସନ୍ତିଦାସ,କୁମାରୀହିରାପାତ୍ର, ସନ୍ତୋଷ ପୁରଆର ଆଇ ଅରବିନ୍ଦ ଦାସ,ଅମିନକେଅଜିତକୁମାର ଦାସ,କୃଷକସହାୟକଶରତକୁମାରସାହୁ ଅଂଚଳ ର ସମସ୍ତ ଅଙ୍ଗନବାଡି କର୍ମୀ,ଆଶା, ସିରାପିଏମ୍ୱିକେଓପଂଚାୟତପିଓ ପ୍ରମୁଖ ଗୁଡ଼ିସର ବ୍ରାହ୍ମଣ ଛାଇ,ତହର, କାଞ୍ଜି ଆମାସନ୍ତୋଷପୁର ପିତଳ ୍ୱାତ୍ଯାଆଶ୍ରୟ ସ୍ଥଳୀ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଙ୍କସହ ଆଲୋଚନା କରିଥିଲେ।

-------------------

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande