
ଗଞ୍ଜାମ ୨୩ସେପ୍ଟମ୍ଵର(ହିସ) - ଵ୍ରହ୍ମପୁର ପୁଲିସ ଜିଲାଏସ୍ ପି ଡଃ ସର୍ଵଣାବିବେକ ଏମ୍ ଙ୍କ ଭୁବନେଶ୍ୱର ଡିସିପି ରୂପେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ୨୦୧୯ ବ୍ଯାଚ ଆଇପିଏସ୍ ଅଭିନଵ ସୋନକର ଵ୍ରହ୍ମପୁର ଏସପି ରୂପେ ଯୋଗ ଦେଇଛନ୍ତି। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ