
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବହି ତ୍ରୁଟି ଓ ଏମଏମଡିଆରବିଲ
ପ୍ରସଙ୍ଗରେ ବିଜୁ ଛାତ୍ର ଜନତା ଦଳ , ବିଜୁ
ଯୁବ ଜନତା ଦଳ ଆନ୍ଦୋଳନ କରିଛନ୍ତି । ବିଜେଡ଼ି ନେତା ବିଧାନସଭା ଘେରାଉ କରିଛନ୍ତି । ଗଣଶିକ୍ଷା
ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି। ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନହେଲେ
ତାଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି କରିଛି ବିଜେଡି । ଆନ୍ଦୋଳନରେ ରାଜ୍ୟର
ଯୁବ, ଛାତ୍ର
ନେତା ସାମିଲ ହେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା