ନୀତି ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ- ବିଜେଡି
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ସରକାରକୁ ନୀତି ନୈତିକତାର ପାଠ ପଢାଉଛୁ। ଉତ୍ତରଦାୟିତ୍ୱ କେହି ନେଉ ନାହାନ୍ତି। ସରକାରୀ ସ୍କୁଲରେ ଅର୍ଦ୍ଧବାର୍ଷିକ ପରୀକ୍ଷା ହେବ। ନୀତି ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି ବିଜେଡି ବିଧାୟକ ସ
ନୀତି ନୈତିକତା ଦୃଷ୍ଟିରୁ     ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ- ବିଜେଡି


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ସରକାରକୁ ନୀତି

ନୈତିକତାର ପାଠ ପଢାଉଛୁ। ଉତ୍ତରଦାୟିତ୍ୱ କେହି ନେଉ ନାହାନ୍ତି। ସରକାରୀ ସ୍କୁଲରେ ଅର୍ଦ୍ଧବାର୍ଷିକ

ପରୀକ୍ଷା ହେବ। ନୀତି ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି

ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି। ଲୋକଙ୍କ ସରକାର କୋହୁଥିବା ମୁଖ୍ୟମନ୍ତ୍ରୀ

ମନ୍ତ୍ରୀଙ୍କୁ ବହିଷ୍କାର କରିବାର ଆବଶ୍ୟକତା ଅଛି। ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ନିରୁତ୍ସାହ

ତଥା ଦୁର୍ବଳ କରିବାକୁ ଏ ଚେଷ୍ଟା କରାଯାଉଛି। କୋଟି କୋଟି ଟଙ୍କା ସରକାରୀ ତହବିଲ ରୁ ଖର୍ଚ୍ଚ

ହେଇଚି। ଗୃହ ଭିତରେ ଏବଂ ଗୃହ ବାହାରେ ଏ ଆନ୍ଦୋଳନ ସେଥିପାଇଁ ଜାରି ରହିଛି ବୋଲି ସେ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande