ବ୍ରହ୍ମପୁର ରେଳ ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର
ଗଂଜାମ, 27 ସେପ୍ଟେମ୍ବର (ହି.ସ.)ଵ୍ରହ୍ମପୁର ୪ନମ୍ଵର ପ୍ଳାଟଫର୍ମ ତଥା ରେଳଷ୍ଟେସନରେ ୧୨ ଓ ୧୪ ବର୍ଷର ଦୁଇ ଜଣ ନାବାଳିକା ଇତସ୍ତତ ଭାବେ ବୁଲୁଥିବା ବେଳେ ଜିଆରପି ଓ ଆରପିଏଫ ମିଳିତ ଭାବେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପଚରାଉଚରାରୁ ଜଣାପଡିଛି ଉଭୟ ନାବାଳିକା ଦୁଇ ଜଣ ଜଟଣୀ ଅଞ୍ଚଳର । ଅଧିକ ସୁରକ
ବ୍ରହ୍ମପୁର ରେଳ ଷ୍ଟେସନରୁ ଦୁଇ ନାବାଳିକା ଉଦ୍ଧାର


ଗଂଜାମ, 27 ସେପ୍ଟେମ୍ବର (ହି.ସ.)ଵ୍ରହ୍ମପୁର ୪ନମ୍ଵର ପ୍ଳାଟଫର୍ମ ତଥା ରେଳଷ୍ଟେସନରେ ୧୨ ଓ ୧୪ ବର୍ଷର ଦୁଇ ଜଣ ନାବାଳିକା ଇତସ୍ତତ ଭାବେ ବୁଲୁଥିବା ବେଳେ ଜିଆରପି ଓ ଆରପିଏଫ ମିଳିତ ଭାବେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପଚରାଉଚରାରୁ ଜଣାପଡିଛି ଉଭୟ ନାବାଳିକା ଦୁଇ ଜଣ ଜଟଣୀ ଅଞ୍ଚଳର । ଅଧିକ ସୁରକ୍ଷିତ ପାଇଁ ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande