ଆଗଲପୁର, ନଅଗାଁ(କ) ସ୍ଥିତ ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟ ପିଏମ ମୋଦିଙ୍କ ମନ୍ କୀ ବାତ କାର୍ଯ୍ୟକ୍ରମ ଶୁଣିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଆଗଲପୁର, ନଅଗାଁ(କ) ସ୍ଥିତ ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ଆତଙ୍କବାଦ ବିରୋଧରେ ଦୃଢ଼ କା
ମନ କୀ ବାତ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଆଗଲପୁର, ନଅଗାଁ(କ) ସ୍ଥିତ ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତୀକ

ସର୍ଜିକାଲ୍ ଷ୍ଟ୍ରାଇକ୍ର ୧୦ ବର୍ଷ ପୂର୍ତ୍ତିକୁ ସ୍ମରଣ କରିବା ସହ ନିଶା ମୁକ୍ତି ଅଭିଯାନକୁ

ସଫଳ କରିବା,

“ହର୍ ଘର୍ ମୁନଗା” ଅଭିଯାନର ସଫଳତା ଏବଂ ଆଗାମୀ ଜନଗଣନା ପାଇଁ ସଠିକ୍ ତଥ୍ୟ ପ୍ରଦାନ

କରିବା ନିମନ୍ତେ ପ୍ରଧାନମନ୍ତ୍ରୀଜୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।ଏହି ମାର୍ଗଦର୍ଶନକୁ ଅନୁସରଣ କରିବା ସହ ଏକ

ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande