
କେନ୍ଦ୍ରାପଡା, ୩୦ ସେପ୍େଟମ୍ବର (ହି.ସ.) -କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨୧ ନମ୍ବର ୱାର୍ଡରେ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା କଜଳାକେଳା ବସ୍ତିର ଅଧିବାସୀମାନଙ୍କ ୁଜାଗାମିଶନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ୁଚୟନ କରିଜାଗା ଯୋଗାଇଦେବା ନିମନ୍ତେ ଶତାଧିକ ଗ୍ରାମବାସ ୀଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ବୁଧବାର ପ୍ରାୟ ୪୫ ରୁଉର୍ଦ୍ଧ୍ୱ ପରିବାରସେଠାରେ ଦୟନୀୟ ଅବସ୍ଥାରେ ରହୁଥିବା ବେଳେଏମାନଙ୍କର ଜାଗା, ଘରଦ୍ୱାର କିଛି ନ ଥିବାରୁଏମାନଙ୍କର ପିଲାଛୁଆଙ୍କର ଭବିଷ୍ୟତ ଅନ୍ଧାର ହୋଇ ଯାଇଛି । ଏ ବିଷୟରେଏମାନେ ବାରମ୍ବାର ପୈାର ନିର୍ବାହୀ ଅଧିକାରୀଙ୍କୁ ଭେଟି କୈାଣସ ିସୁଫଳ ନ ପାଇବାରୁ ସୋମବାର ପ୍ରାୟଶତାଧିକ କେଳାବସ୍ତିର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ୁଜାଗାମିଶନ୍ ଯୋଜନାରେ ଜାଗା ଦେବାପାଇଁ ଦାବିକରିଛନ୍ତି ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ରବି