
କେନ୍ଦ୍ରାପଡା, ୩୦ ସେପ୍େଟମ୍ବର (ହି.ସ.)-କେନ୍ଦ୍ରାପଡାଜିଲ୍ଲା ପ୍ରକଳ୍ପସଂଯୋଜକକାର୍ଯ୍ୟାଳୟରେ ଅବହେଳା ଓ ମନୋମୁଖୀକାର୍ଯ୍ୟଯୋଗୁଜଣେ ଆଦର୍ଶ ପ୍ରଧାନ ଶିକ୍ଷକସେକ୍ମନସୁର୍ ଅଲ୍ଲୀ ଦୀର୍ଘଦିନ ହେଲାଏନ୍.ଡି.ସି ନ ପାଇବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ସେବା ଆରମ୍ବ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନିରାଶହେବା ପରେବୁଧବାର ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ରେବସି ରହିଛନ୍ତି ।ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକୀରାବାଦ ଉର୍ଦ୍ଧ୍ୱୁ ଉ.ପ୍ରାବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନସୁର୍ ଅଲ୍ଲୀ ନିଷ୍ଠାପର ସହଶିକ୍ଷାଦାନ କରି ନିଜର ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କୁସମର୍ଥନ ଜଣାଇ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ବରିଷ୍ଟ ଉପଦେଷ୍ଟା ଭ୍ରମର ରାଉତ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ କେନ୍ଦ୍ରାପଡା ବ୍ଲକ ସଭାପତ ିରାଜେନ୍ଦ୍ର ପ୍ରସାଦ ରାଉତ, ମହାକାଳପଡା ବିକାଶମଂଚ ସଭାପତି କାଶିନାଥ ରାଉତରାୟ, ପୂର୍ବତନ କଟକ ଜିଲ୍ଲାଶିକ୍ଷା ଅଧିକାରୀ ହେମନ୍ତ କୁମାରଜେନା,ସମବାୟବିତ୍ ପ୍ରମୋଦ କୁମାରସାହୁ,କେନ୍ଦ୍ରାପଡା ପୈାରାଂଚଳର କାଉନ୍ସିଲ ରହିଜବୁର୍ରେହେମାନ୍, ସେକ୍ଇମ୍ରାନ୍ ମହମ୍ମଦ, ସେକ୍ ଫୁର୍କାନ୍, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ଶିକ୍ଷକ ତ୍ରୈଲୋକ୍ୟଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଜିଲ୍ଲା ପ୍ରକଳ୍ପ ସଂଯୋଜକ ପବିତ୍ର କୁମାର ବାରିକଙ୍କ ସହ ଆଲୋଚନା ଓ ଅନୁରୋଧ କ୍ରମେଶ୍ରୀବାରିକ ଆସନ୍ତା ୫ ଦିନ ମଧ୍ୟରେଶ୍ରୀ ଅଲ୍ଲୀଙ୍କରଏନ୍.ଡି.ସି ଦେବାସହ ସମସ୍ତ କାଗଜପତ୍ର କାର୍ଯ୍ୟସାରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ସଂଘର କର୍ମକର୍ତା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନକ ସ୍ଥଗିତ ରଖିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରବି