ଗଂଜାମ ଜିଲ୍ଲା ପୁଲିସ ୨୨୮ ଜୁଆଡିଙ୍କୁ ଗିରିଫ କରିଛି
ଗଂଜାମ, ୧୮ ଅକ୍ଟୋବର (ହି.ସ.)- ଗଂଜାମ ଜିଲା ପୁଲିସ୍ ପାର୍ବଣ ଋତୁକୁ ଧ୍ଧାନରେ ରଖି ଗତ ୧୩ ଦିନ ମଧ୍ୟରେ ଅର୍ଥାତ ଅକ୍ଟୋବର ୫ରୁ ୧୭ ତାରିଖ ମଧ୍ଧରେ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ୪୦ ଟି ଜୁଆଆଡ୍ଡା ଉପରେ ଚଢଉ କରି ମୋଟ ୨୨୮ ଜଣ ଜୁଆଡିଙ୍କୁ ଗିରିଫ କରିଛି। ଜିଲା ଏସପିଙ୍କ କାର୍ଯ୍ୟାଳୟ ସୂତ୍ର
ଗଂଜାମ ଜିଲ୍ଲା ପୁଲିସ ୨୨୮ ଜୁଆଡିଙ୍କୁ ଗିରିଫ କରିଛି


ଗଂଜାମ, ୧୮ ଅକ୍ଟୋବର (ହି.ସ.)- ଗଂଜାମ ଜିଲା ପୁଲିସ୍ ପାର୍ବଣ ଋତୁକୁ ଧ୍ଧାନରେ ରଖି ଗତ ୧୩ ଦିନ ମଧ୍ୟରେ ଅର୍ଥାତ ଅକ୍ଟୋବର ୫ରୁ ୧୭ ତାରିଖ ମଧ୍ଧରେ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ୪୦ ଟି ଜୁଆଆଡ୍ଡା ଉପରେ ଚଢଉ କରି ମୋଟ ୨୨୮ ଜଣ ଜୁଆଡିଙ୍କୁ ଗିରିଫ କରିଛି। ଜିଲା ଏସପିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande