ଦିଗପହଣ୍ଡି ଅଞ୍ଚଳରେ ଛେଳି ଓ ମେଣ୍ଢା ମଡକ 
ଗଞାମ, ୨୧ ନଭେମ୍ବର (ହି.ସ.)- ଦିଗପହଣ୍ଡି ଅଞ୍ଚଳରେ ଛେଳି ଓ ମେଣ୍ଢା ମଡ଼କ ଦେଖାଦେଇଛି l ଏଥିରେ ପ୍ରାୟ ୫୦୦ ଛେଳି ମେଣ୍ଢା ମୃତ୍ୟୁବରଣ କରିଥିବା ଜଣାପଡିଛି। ନରସିଂହପୁର ଓ ଗୋକର୍ଣ୍ଣପୁର ଗ୍ରାମରେ ବହୁ ସଂଖ୍ୟାରେ ଛେଳିମେଣ୍ଢା ରୋଗା କ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଫଳରେ ମେଷପାଳକମାନେ କ୍ଷତିଗ୍ର
ଦିଗପହଣ୍ଡି ଅଞ୍ଚଳରେ ଛେଳି ଓ ମେଣ୍ଢା ମଡକ 


ଗଞାମ, ୨୧ ନଭେମ୍ବର (ହି.ସ.)-

ଦିଗପହଣ୍ଡି ଅଞ୍ଚଳରେ ଛେଳି ଓ ମେଣ୍ଢା ମଡ଼କ ଦେଖାଦେଇଛି l ଏଥିରେ ପ୍ରାୟ ୫୦୦ ଛେଳି ମେଣ୍ଢା ମୃତ୍ୟୁବରଣ କରିଥିବା ଜଣାପଡିଛି। ନରସିଂହପୁର ଓ ଗୋକର୍ଣ୍ଣପୁର ଗ୍ରାମରେ ବହୁ ସଂଖ୍ୟାରେ ଛେଳିମେଣ୍ଢା ରୋଗା କ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଫଳରେ ମେଷପାଳକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତୁରନ୍ତ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏ ଅଞ୍ଚରେ ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେବାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଜନସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande