ଭଦ୍ରକ, ୨୪ ନଭେମ୍ବର (ହି.ସ.) - ବିଜୁ ଜନତା ଦଳ ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ଆମ ଦଳର ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୱାକଫ ବିଲ୍ ସଂଶୋଧନ କୁ ବିରୋଧ କରି ଭୁବନେଶ୍ୱର ସ୍ଥିତ ରାଜଭବନ ସାମ୍ନା ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରାଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ ଏବଂ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ର ପଦାଧିକାରୀ ବୃନ୍ଦ ଓ ସକ୍ରିୟ କର୍ମୀ ମଧ୍ୟ ସାମିଲ୍ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ