ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ଲାଂଚ ନେବା ବେଳେ ଧରାପଡିଲେ ଡିଆଇସି ଜିଏମ । ଭିଜିଲାନ୍ସ
ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ବିପିନ ଦେହୁରୀ । ୫ ହଜାର ଟଙ୍କା ଲାଞ୍ଚ
ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଲୋନ୍ କରାଇଦେବାକୁ ହିତାଧିକାରୀଙ୍କ ଠାରୁ ଲାଞ୍ଚ
ନେଉଥିଲେ । ତାଙ୍କ ଠାରୁ ସଂପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ
ସଂପତି ଠୁଳ ଅଭିଯୋଗରେ ତାଙ୍କର ତିନୋଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା