ବିଲବଳରାମପୁରରେ ୩୦ତମ ବିଶ୍ୱଶାନ୍ତି ମହାଯଜ୍ଞ
କେନ୍ଦ୍ରାପଡ଼ା, ୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାର ବିଲବଳରାମପୁର ଗ୍ରାମରେ ୩୦ତମ ବିଶ୍ୱଶାନ୍ତି ନାରାୟଣୀ ମହାଯଜ୍ଞ ମ
ବିଲବଳରାମପୁରରେ ୩୦ତମ ବିଶ୍ୱଶାନ୍ତି ମହାଯଜ୍ଞ


କେନ୍ଦ୍ରାପଡ଼ା, ୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାର ବିଲବଳରାମପୁର ଗ୍ରାମରେ ୩୦ତମ ବିଶ୍ୱଶାନ୍ତି ନାରାୟଣୀ ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । େଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥି ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ସପ୍ତାହ ବ୍ୟାପି ଅନୂଷ୍ଠିତ ହେବା ସହ ଶ୍ରୀମଦ୍ଭାଗବତ ପାରାୟଣ, ଚତୁର୍ଥ ପ୍ରହର ନାମଯଜ୍ଞ, ଗିରି ଗୋବର୍ଦ୍ଧନ ପୂଜା, ଶ୍ରୀ ବଳଦେବଜୀଉଙ୍କ ୧ ହଜାର ଆହୂତି କରାଯାଇ ଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଯଜ୍ଞକାର୍ଯ୍ୟ, ନାମଯଜ୍ଞ ଓ ହରିହାଟ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

......................................./ସମନ୍ୱୟ


 rajesh pande