ଶ୍ରୀରାମ ଉତ୍ସବରେ ଦୁଲିକିଲା ଜୟପୁର
ଶ୍ରୀରାମ ଉତ୍ସବରେ ଦୁଲିକିଲା ଜୟପୁର ଜୟପୁର , 17 ଏପ୍ରିଲ (ହି.ସ.) ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ପ୍ରତିମୁତ୍ତି ଓ
ଶ୍ରୀରାମ ଉତ୍ସବରେ ଦୁଲିକିଲା ଜୟପୁର


ଶ୍ରୀରାମ ଉତ୍ସବରେ ଦୁଲିକିଲା ଜୟପୁର


ଶ୍ରୀରାମ ଉତ୍ସବରେ ଦୁଲିକିଲା ଜୟପୁର


ଶ୍ରୀରାମ ଉତ୍ସବରେ ଦୁଲିକିଲା ଜୟପୁର

ଜୟପୁର , 17 ଏପ୍ରିଲ (ହି.ସ.) ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ପ୍ରତିମୁତ୍ତି ଓ କଠଉ ସହ ଶୋଭାଯାତ୍ରା ବାହାରିଥିଲା । ଜୟପୁର ପାଓାର ହାଉସ ଛକ ଠାରୁ ବିଶାଳା ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ଦଶହରା ପଡିଆ ଠାରେ ପହଞ୍ଚିଥିଲା । ଶୋଭାଯାତ୍ରାରେ କଳା, ସଂସ୍କୃୁତି ପ୍ରଦର୍ଶନ ସହ ପାରମ୍ପରିକ ବାଦ୍ୟରେ ପରିବେଶ ଦୁଲୁକିଥିଲା । ଛକ ଛକ ରେ ମହିଳା ମାନେ ହୁଳ ହୁଳି ଦେଇ ଫୁଲ ପକାଇ ସ୍ୱାଗତ କରିଥିଲେ । ଶ୍ରୀରାମ ନବମି ପାଳନ ସମିତି ତରଫରୁ ଏହି ଶୋଭାଯାତ୍ରା ବାହାରିଥିଲା । ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୯ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଏହି ଶୋଭାଯାତ୍ରାରେ କୋରାପୁଟ ଏସପି ଅବିନବ ସୋନାକାର, ପୌର ନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ର, ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି, ଟାଉନ ଥାନା ଅଧିକାରି ରମଣି ରଞ୍ଜନ ଦଳେଇ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପବନ /ସମନ୍ୱୟ


 rajesh pande