ପଂଚାୟତିରାଜ ଦିବସରେ ରାଜ୍ୟପାଳ ଜଣାଇଲେ ଶୁଭକାମନା
ଭୁବନେଶ୍ୱର 24 ଏପ୍ରିଲ – ରାଜ୍ୟପାଳ ରଘୁବର ଦାସ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ସେ
ପଂଚାୟତିରାଜ ଦିବସରେ ରାଜ୍ୟପାଳ ଜଣାଇଲେ ଶୁଭକାମନା


ଭୁବନେଶ୍ୱର 24 ଏପ୍ରିଲ – ରାଜ୍ୟପାଳ ରଘୁବର ଦାସ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପଂଚାୟତିରାଜ ଗଣତନ୍ତ୍ରର ଶକ୍ତିଶାଳୀ ସ୍ତମ୍ଭ । ଗ୍ରାମ ସ୍ୱରାଜର ସ୍ୱପ୍ନକୁ ପୁରଣ କରି ହିଁ ସୁରାଜ ସ୍ଥାପିତ କରାଯାଇ ପାରିବ । ରାଷ୍ଟ୍ରୀୟ ପଂଚାୟତିରାଜ ଦିବସର ଶୁଭକାମନା ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande