ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଜଳସେବା ଶିବିର ଉଦଘାଟିତ
ମାଲକାନଗିରି,୨୭ ଅପ୍ରେଲ (ହି. ସ.)- ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ବ୍ୟାଙ୍କ ପ୍ରାଙ୍ଗଣରେ ଜ

ମାଲକାନଗିରି,୨୭ ଅପ୍ରେଲ (ହି. ସ.)-

ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ବ୍ୟାଙ୍କ ପ୍ରାଙ୍ଗଣରେ ଜଳସେବା ଶିବିର ଉଦଘାଟିତ ହୋଇଯାଇଅଛି । ଏହି ଶିବିରକୁ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମୁଖ୍ୟ ପରିଚାଳକ ଦେବଦତ୍ତ ସେଠୀ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ମାଲକାନଗିରିର ତାପମାତ୍ରା ସାଧାରଣତଃ ୪୨ଡିଗ୍ରୀରୁ ଉର୍ଦ୍ଧ୍ୱରେ ରହିଥିବାରୁ ଅଂଶୁଘାତ ର ସମ୍ଭାବନାକୁ ଏଡାଇବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଥିବାରୁ ଗ୍ରାହକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଜୁନ ମାସ ୧୪ ତାରିଖ ପର୍ଯ୍ୟନ୍ତ ସୁଶୀତଳ ଥଣ୍ଡା ପାନୀୟ ର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ଦିନ ଦହି ଚହ୍ଲା ପାଣି ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା!ଏହି ଅବସରରେ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ସମନ୍ୱୟ

 rajesh pande