କର୍ଲାପାଟ ଅଭୟାରଣ୍ୟରୁ 3 ଶିକାରୀ ଗିରଫ
ଭୁବନେଶ୍ୱର/କଳାହାଣ୍ଡି, 27 ଏପ୍ରିଲ (ହି.ସ.)-କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ । ଶିକାରୀମା
କର୍ଲାପାଟ ଅଭୟାରଣ୍ୟରୁ 3 ଶିକାରୀ ଗିରଫ


ଭୁବନେଶ୍ୱର/କଳାହାଣ୍ଡି, 27 ଏପ୍ରିଲ (ହି.ସ.)-କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ । ଶିକାରୀମାନଙ୍କ ଠାରୁ ଦୁଇ ଦେଶୀ ବନ୍ଧୁକ ଓ ଧନୁ ତୀର ଜବତ ହୋଇଛି । କର୍ଲାପାଟ ଅଭୟାରଣ୍ୟରେ ଶିକାର ହେଉଥିବା ସନ୍ଦେହରେ କର୍ଲାପାଟ ରେଞ୍ଜର ଏକ ଟିମ୍ ଚଢାଉ କରିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande