ଏମପିଭି ୧ 0ଗ୍ରାମରେ ବିଜେଡି ତରଫରୁ ବୁଥ ସ୍ତିରୀୟ ନିର୍ବାଚନି ସଭା
ମାଲକାନଗିରି, ୨ ୭ ଅପ୍ରେଲ (ହି ସ)-ମାଲକାନଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏମ.ପି.ଭି ୧୦ ଗ୍ରାମ ମା ଶୀତଲା ମନ୍ଦିର

ମାଲକାନଗିରି, ୨ ୭ ଅପ୍ରେଲ (ହି ସ)-ମାଲକାନଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏମ.ପି.ଭି ୧୦ ଗ୍ରାମ ମା ଶୀତଲା ମନ୍ଦିର ପ୍ରାଙ୍ଗଣରେ ବୁଥ ସ୍ତିରୀୟ ନିର୍ବାଚନି ସଭା ଆୟୋଜିତ ହୋଇଯାଇଛି | ଉକ୍ତ ସଭାରେ ମାଲକାନଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ମାଲକାନଗିରି ସଭାପତି ଶ୍ରୀ ମାନସ ମାଡକାମି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ର ବାର୍ତ୍ତା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଟାଣ କରିବା ସହ ସାଂସଦ ଓ ବିଧାୟକ ପ୍ରାଥୀ ଙ୍କୁ ବିକାଶ ର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟ ଯୁକ୍ତ କରିବା ନେଇ ଅନୁରୋଧ କରିଥିଲେ |ତେବେ ଏହି ଅବସରରେ ଜ଼ିଲ୍ଲା କାର୍ଯ୍ୟକାରି ସଭାପତି ବିଜୁ ଜନତା ଦଳ ମାଲକାନଗିରି ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପାଧ୍ୟକ୍ଷ ଜ଼ିଲ୍ଲା ପରିଷଦ ମାଲକାନଗିରି ପତିତପାବନ ବୈଦ୍ୟ , ସରପଞ୍ଚ ଉଙ୍ଗୀ ମାଡକାମି,ଏମ.ପି.ଭି ୧୦ ଗ୍ରାମର ସମସ୍ତ ମା ମାଉସୀ, , ଯୁବକ ବନ୍ଧୁ ଉପସ୍ଥିତ ଥିଲେ |

ହିନ୍ଦୁସ୍ଥାନସମାଚାର /ଶିବବ୍ରତ

/ସମନ୍ୱୟ

 rajesh pande