ଆସାମର ମୋଇଦାମ ଐତିହାସିକ ଟିଲା ଶବାଗାର ୟୁନେସ୍କୋର ବିଶ୍ଵ ଐତିହ୍ୟ ସୂଚୀରେ ସାମିଲ୍
ନୂଆଦିଲ୍ଲୀ, ୨୬ ଜୁଲାଇ (ହି.ସ.)- ଆସାମର ମୋଇଦାମ ଐତିହାସିକ ଟିଲା ଶବାଗାର ୟୁନେସ୍କୋର ବିଶ୍ଵ ଐତିହ୍ୟ ସୂଚୀରେ ସାମିଲ୍ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ରେ ଆଜି ବିଶ୍ଵ ଐତିହ୍ୟ ସମିତିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ମୋଇଦାମ ବିଶ୍ଵ ଐତିହ୍ୟ ସୂଚୀରେ ସାମିଲ୍ ହେବାକୁଥିବା ପ୍ରଥମ ସାଂସ୍
ଆସାମର ମୋଇଦାମ ଐତିହାସିକ ଟିଲା ଶବାଗାର ୟୁନେସ୍କୋର ବିଶ୍ଵ ଐତିହ୍ୟ ସୂଚୀରେ ସାମିଲ୍


ନୂଆଦିଲ୍ଲୀ, ୨୬ ଜୁଲାଇ (ହି.ସ.)- ଆସାମର ମୋଇଦାମ ଐତିହାସିକ ଟିଲା ଶବାଗାର ୟୁନେସ୍କୋର ବିଶ୍ଵ ଐତିହ୍ୟ ସୂଚୀରେ ସାମିଲ୍ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ରେ ଆଜି ବିଶ୍ଵ ଐତିହ୍ୟ ସମିତିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ମୋଇଦାମ ବିଶ୍ଵ ଐତିହ୍ୟ ସୂଚୀରେ ସାମିଲ୍ ହେବାକୁଥିବା ପ୍ରଥମ ସାଂସ୍କୃତିକ ସ୍ଥଳ (ସାଂସ୍କୃତିକ ଐତିହ୍ୟ ଶ୍ରେଣୀରୁ) ଏବଂ ଉତର ପୂର୍ବର ତୃତୀୟ ସମଗ୍ର ସ୍ଥଳ ଅଟେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ / ସମନ୍ୱୟ


 rajesh pande