କ୍ରୋଏସିଆରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ଭାବରେ ଅରୁଣ ଗୋୟଲ ହେଲେ ନିଯୁକ୍ତ
ନୂଆଦିଲ୍ଲୀ, ୦୭ ସେପ୍େଟମ୍ବର (ହିସ) - ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅରୁଣ ଗୋୟଲ କ୍ରୋଏସିଆରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଖୁବ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି। ----------------- ---------------
କ୍ରୋଏସିଆରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ଭାବରେ ଅରୁଣ ଗୋୟଲ ହେଲେ ନିଯୁକ୍ତ


ନୂଆଦିଲ୍ଲୀ, ୦୭ ସେପ୍େଟମ୍ବର (ହିସ) - ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଅରୁଣ ଗୋୟଲ କ୍ରୋଏସିଆରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଖୁବ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande