ସିଆରପିଏଫର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ସମସ୍ତ ବୀର ଯବାନ ଏବଂ ତାଙ୍କ ପରିଜନଙ୍କୁ
ସିଆରପିଏଫର ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର


ଭୁବନେଶ୍ୱର, 27 ଜୁଲାଇ (ହି.ସ.)

- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଆରପିଏଫ

ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ସମସ୍ତ ବୀର ଯବାନ ଏବଂ ତାଙ୍କ ପରିଜନଙ୍କୁ

ସିଆରପିଏଫ ପ୍ରତିଷ୍ଠା ଦିବସର ହାର୍ଦ୍ଦିକ ଶୁଭକାମନା । ଭାରତ ମାତାର ସୁରକ୍ଷା ଓ ଜାତୀୟ

ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ସିଆରପିଏଫର ଅମର

ଯବାନଙ୍କୁ ପ୍ରଣାମ କରୁଛି । ରାଷ୍ଟ୍ରର ସୁରକ୍ଷା ପ୍ରତି ଆପଣଙ୍କ ତ୍ୟାଗ, ସମର୍ପଣ ଓ ବଳିଦାନକୁ

କୃତଜ୍ଞ ରାଷ୍ଟ୍ର କେବେ ଭୁଲିବନାହିଁ । ଜୟ ହିନ୍ଦ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ


 rajesh pande