ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 27 ଜୁଲାଇ (ହି.ସ.)- ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିଆରପିଏଫ ପ୍ରତିଷ୍ଠା ଦିବସରେ ସମସ୍ତ ସିଆରପିଏଫ ଯବାନଙ୍କୁ ଶୁଭେଚ୍ଛା ।ଦେଶ ପ୍ରତି ସେମାନଙ୍କର
ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 27 ଜୁଲାଇ (ହି.ସ.)- ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,

ସିଆରପିଏଫ ପ୍ରତିଷ୍ଠା ଦିବସରେ ସମସ୍ତ ସିଆରପିଏଫ ଯବାନଙ୍କୁ ଶୁଭେଚ୍ଛା ।ଦେଶ ପ୍ରତି ସେମାନଙ୍କର ନିରନ୍ତର ନିଷ୍ଠା ଏବଂ

ନିରନ୍ତର ସେବା ପ୍ରଶଂସନୀୟ। ସାହସ ଏବଂ ପ୍ରତିବଦ୍ଧତାର ସର୍ବୋଚ୍ଚ ମାନ ପାଇଁ ସେମାନେ ସର୍ବଦା

ଛିଡା ହୋଇଛନ୍ତି ।ଆମ ଦେଶକୁ ସୁରକ୍ଷିତ ରଖିବାରେ ସେମାନଙ୍କର ଭୂମିକା

ମଧ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ


 rajesh pande