ସୁଭଦ୍ରା ସ୍ୱାଗତ ପଦଯାତ୍ରା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, ୧୩ ସେପ୍ଟେମ୍ବର(ହି.ସ.) – ସୁଭଦ୍ରା ସ୍ୱାଗତ ପଦଯାତ୍ରାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନର ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଆସନ୍ତା ୧୫ତାରିଖ ରବିବାର ସକାଳ ୮.୦୦ ରୁ ୯.୦୦ ମଧ୍ୟରେ ଜିଲ୍ଲାର ସଦରମହକୁମା, ବିଭିନ୍ନ ବ୍ଲକ, ଗ୍ରାମ ପଂଚାୟତ ଏବଂ ପୌରାଂଚଳରେ ସୁଭଦ୍ରା
ସୁଭଦ୍ରା ସ୍ୱାଗତ ପଦଯାତ୍ରା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ


କେନ୍ଦ୍ରାପଡ଼ା, ୧୩ ସେପ୍ଟେମ୍ବର(ହି.ସ.) – ସୁଭଦ୍ରା ସ୍ୱାଗତ ପଦଯାତ୍ରାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନର ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଆସନ୍ତା ୧୫ତାରିଖ ରବିବାର ସକାଳ ୮.୦୦ ରୁ ୯.୦୦ ମଧ୍ୟରେ ଜିଲ୍ଲାର ସଦରମହକୁମା, ବିଭିନ୍ନ ବ୍ଲକ, ଗ୍ରାମ ପଂଚାୟତ ଏବଂ ପୌରାଂଚଳରେ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଆୟୋଜନ କରାଯାଇଛି ଓକ୍ରମିକ ସଂଖ୍ୟା ବ୍ଲକ୍‌/ପୌରପରିଷଦର ନାମ ପ୍ରାରମ୍ଭ ସ୍ଥାନ ସମାପ୍ତ ସ୍ଥାନ ପ୍ରଥମ ସଂଶାଧନ ବ୍ୟକ୍ତିଙ୍କ ନାମ ଦ୍ୱିତୀୟ ସଂଶାଧନ ବ୍ୟକ୍ତିଙ୍କ ନାମ୧ କେନ୍ଦ୍ରାପଡ଼ା ସଦରମହକୁମା ତିନିମୁହାଣୀ ଜିଲ୍ଲାପରିଷଦ ପରିସର, କେନ୍ଦ୍ରାପଡ଼ା ମନୋଜ ପ୍ରଧାନୀ, ଏଲ୍‌ଡିଏମ୍‌, କେନ୍ଦ୍ରାପଡ଼ା ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ନିର୍ବାହୀ ଅଧିକାରୀ ଓ ମନୋରମ ସ୍ୱାଇଁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୨ ଆଳି ଆଳି ବସ୍‌ଷ୍ଟାଣ୍ଡ ଆଳି ବ୍ଲକ ପରିସର ମୋନାଲିସା ନାୟକ, ବିପିସି, ମିଶନ ଶକ୍ତି ପ୍ରକାଶ ଦାସ, ଓଏଲମ କର୍ମଚାରୀ ୩ ଡେରାବିଶ ସଂସ୍କୃତି ଭବନ ଡେରାବିଶ ବ୍ଲକ ପରିସର ବିଜୟଲକ୍ଷ୍ମୀ ବେହେରା, ବିପିସି, ମିଶନଶକ୍ତି ବିଡିଓ ଓ ସିଡିପିଓ ଡେରାବିଶ ୪ ଗରଦପୁର ଇକୋ ବ୍ୟାଙ୍କ, ଗରଦପୁର ଗରଦପୁର ବ୍ଲକ ପରିସର ଅଖିଳ କୁମାର ଆଚାର୍ଯ୍ୟ, ବିପିସି, ମିଶନ ଶକ୍ତି ସୁଶାନ୍ତ ରାୟ, ବିପିଏମ୍‌, ଓଏଲମ ୫ କେନ୍ଦ୍ରାପଡ଼ା ଶାନ୍ତସାହି ପୋଲ, କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ବ୍ଲକ ପରିସର କୈଳାସ ଚନ୍ଦ୍ର ବାରିକ, ବିପିସି, ମିଶନ ଶକ୍ତି ବୈଜୟନ୍ତି ମହାନ୍ତି, ବିପିଏମ୍‌, ଓଏଲମ୍ ୬ ମହାକାଳପଡ଼ା କିଆରବାଙ୍କ, ମହାକାଳପଡ଼ା ମହାକାଳପଡ଼ା ବ୍ଲକ ପରିସର ମନୀଷା ବାରିକ, ବିପିସି, ମିଶନ ଶକ୍ତି ପ୍ରଭାତ କୁମାର ମାଲିକ, ବିପିଏମ୍‌, ଓଏଲମ ୭ ମାର୍ଶାଘାଇ ଡାକ ବଙ୍ଗଳା, ମାର୍ଶାଘାଇ ମାର୍ଶାଘାଇ ବ୍ଲକ ପରିସର ବିକାଶ ମହାନ୍ତି, ବିପିସି, ମିଶନ ଶକ୍ତି ସିଡିପିଓ, ମାର୍ଶାଘାଇ୮ ପଟ୍ଟାମୁଣ୍ଡାଇ ହରପାର୍ବତୀ ମନ୍ଦିର, ପଟ୍ଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ବ୍ଲକ ପରିସର ପ୍ରଭୁ ଧବଳେଶ୍ୱର ବରାଳ, ବିପିସି, ମିଶନ ଶକ୍ତି ସିଡିପିଓ, ପଟ୍ଟାମୁଣ୍ଡାଇ୯ ରାଜକନିକା ଥାନା ଛକ, ରାଜକନିକା ରାଜକନିକା ବ୍ଲକ ପରିସର ସୁଶାନ୍ତ କୁମାର ମାଲିକ, ବିପିସି, ମିଶନ ଶକ୍ତି ପ୍ରଶାନ୍ତ କୁମାର ରାଉତ, ବିପିଏମ, ଓଏଲମ ୧୦ ରାଜନଗର ନୂଆ ମିଶନ ଶକ୍ତି କାର୍ଯ୍ୟାଳୟ, ରାଜନଗର ରାଜନଗର ବ୍ଲକ ପରିସର ସାଗରିକା ମାଲିକ, ବିପିସି, ମିଶନ ଶକ୍ତି ବିଏସ୍‌ଏସ୍‌ଓ, ରାଜନଗର ଏହି ପଦଯାତ୍ରାରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, ବିଭିନ୍ନ ମହାସଂଘର ନେତୃ ମଣ୍ଡଳୀ, ସଂସାଧନ ବ୍ୟକ୍ତି, ଜନପ୍ରତିନିଧି ଏବଂ ଅଧିକାରୀମାନେ ଯୋଗଦାନ କରିବେ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ-୩୦୦, ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ-୩୦୦, ଗ୍ରାମପଂଚାୟତସ୍ତରରେ କାର୍ଯ୍ୟକ୍ରମରେ-୨୦୦, ରାଜସ୍ୱଗ୍ରାମ ସ୍ତରୀୟ କାର୍ଯ୍ୟକ୍ରମରେ -୧୦୦ ଲେଖାଏଁ ବ୍ୟକ୍ତି ଯୋଗଦେବା ପାଇଁ ଅନୁରୋଧ କରାଯାଇଛି ଓ ଏହି ପଦଯାତ୍ରା ୫୦୦ ମିଟରରୁ ୧କିଲୋମିଟର ପର୍ଯ୍ୟନ୍ତ ରହିବ ଓ ଜିଲ୍ଲାସ୍ତରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ତିନିମୁହାଣୀ ଠାରୁ ଆରମ୍ଭ ହୋଇ ଜିଲ୍ଲାପରିଷଦ, କେନ୍ଦ୍ରାପଡ଼ାଙ୍କ କାର୍ଯ୍ୟଳୟରେ ଶେଷ ହେବ ଓ ଏହି କାର୍ଯ୍ୟକ୍ରମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ନିଲୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହେବାକୁ ଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମ ସ୍ୱାଇଁ ନୋଡଲ ଅଫିସର ଭାବେ କାର୍ଯ୍ୟ କରିବେ ଓ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ବ୍ଲକ, ଆଇସିଡିଏସ୍ ଓ ମିଶନ ଶକ୍ତିର କର୍ମକର୍ତା ମାନେ ସମ୍ପୃକ୍ତ ବ୍ଲକର ବିଡିଓ ଓ ସିଡିପିଓମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରିବେ ଓ ସୁଭଦ୍ରା ଯୋଜନା ସମ୍ପର୍କିତ ବ୍ୟାନର ପ୍ରଦର୍ଶନ କରାଇ ଓ ସ୍ଲୋଗାନ ଦେଇ ପଦଯାତ୍ରାଟି ଆରମ୍ଭ ହୋଇ ସଭାସ୍ଥଳୀ ପର୍ଯ୍ୟନ୍ତ ଯିବ ଓ ତତ୍ପରେ ସଭାସ୍ଥଳୀରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ଥିବା ଯୋଗ୍ୟତା, ଡିବିଟି ମୋଡ଼ରେମିଳିବାକୁ ଥିବା ଅର୍ଥରାଶିର ଲାଭ ଏବଂ ଏହାର ସୁବିଧା ବିଷୟରେ ଆଲୋଚନା କରାଯିବ ଓ ଉପସ୍ଥିତ ସଦସ୍ୟମାନେ ଫ୍ଲେକ୍ସ ବ୍ୟାନର କିମ୍ବା କାନଭାସରେ ସେମାନଙ୍କର ସ୍ୱାକ୍ଷର କରିବେ ଓ ଏହି କାର୍ଯ୍ୟକ୍ରମକୁ ପ୍ରିଣ୍ଟ, ଇଲୋକଟ୍ରୋନିକ ଏବଂ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ପାଇଁ ସାମ୍ବାଦିକମାନଙ୍କୁ ଅନୁରୋଧ କରାଯାଉଛି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୫,୩୫,୦୦୦ରୁ ୫,୪୦,୦୦୦ ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି ଓ ସେଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬,୦୦,୦୦୦ରୁ ଉର୍ଦ୍ଧ ଫର୍ମ ପ୍ରିଣ୍ଟ କରାଯାଇ ବଣ୍ଟନ କରାଯାଇଛି ଓ ଆଜି ଅପରାହ୍ନ ୨ ଘଟିକା ମଧ୍ୟରେ ୨,୩୭,୫୩୫ଗୋଟି ଫର୍ମ ପଞ୍ଜୀକୃତ ହୋଇଥିବାର ସୂଚନା ମିଳିଛି ଓ ସୁଭଦ୍ରା ଯୋଜନାର ଟୋଲ ଫ୍ରୀ ନମ୍ବର ହେଉଛି-୧୪୬୭୮ ଓ ସୁଭଦ୍ରା ହେଲ୍ପ ଲାଇନରେ ଆସିଥିବା ୧୩୭ଟି ଅଭିଯୋଗଗୁଡିକୁ ତଦନ୍ତ କରାଯାଇ ୫ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ଲକ ଓ ପୌରାଂଚଳୱାରୀ ପଞ୍ଜୀକୃତ ହୋଇଥିବା ସୁଭଦ୍ରା ଯୋଜନା ଦରଖାସ୍ତ (୧୩.୦୯.୨୦୨୪ ସୁଦ୍ଧା) କ୍ରମିକ ସଂଖ୍ୟା ବ୍ଲକ ଓ ପୌରପରିଷଦର ନାମ ପଞ୍ଜୀକୃତ ଦରଖାସ୍ତ ସଂଖ୍ୟା ୧ ଆଳି ୨୫,୩୨୪ ୨ ଡେରାବିଶ ୨୩,୯୯୭, ୩ ଗରଦପୁର ୧୭,୦୯୦, ୪ କେନ୍ଦ୍ରାପଡ଼ା ୨୫,୯୮୦ ୫ ମହାକାଳପଡ଼ା ୩୮,୦୪୩ ୬ ମାର୍ଶାଘାଇ ୨୨,୦୬୦, ୭ ପଟ୍ଟାମୁଣ୍ଡାଇ ୨୭,୧୦୯, ୮ ରାଜକନିକା ୨୫,୫୧୯, ୯ ରାଜନଗର ୨୫,୬୪୫, ୧୦ କେନ୍ଦ୍ରାପଡ଼ା ପୌରପରିଷଦ ୩,୪୯୦, ୧୧ ପଟ୍ଟାମୁଣ୍ଡାଇ ପୌରପରିଷଦ ୩,୨୭୫ , ମୋଟ୍ ୨,୩୭,୫୩୫, ସୂଚନା ଯୋଗ୍ୟଯେ ଆସନ୍ତା ସେପ୍େଟମ୍ବର ୧୭ ତାରିଖରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭୁବନେଶ୍ୱରର ଜନତା ମଇଦାନ ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସମୟର ସିଧାପ୍ରାସାରଣ ବ୍ଲକ ଓ ପୌରାଂଚଳରେ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୭ଦିନ ଯାଏ “ସୁଭଦ୍ରା ସ୍ୱାଗତ ଶପଥ” ପାଳନ କରାଯିବ ଓ ଏହି ସମୟରେ ଅଙ୍ଗନବାଡିଠାରେ ପୋଷଣ ଦିବସ, ଟୀକା ଦାନ ଦିବସମାନଙ୍କରେ ଗ୍ରାମସଭା କରାଯାଇ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ଓ ଏହି ସଭାଗୁଡିକର ଫଟୋ ଓ ଭିଡିଓ ସାମାଜିକ ଗଣ ମାଧ୍ୟମରେ ପ୍ରସାରଣ କରାଯିବ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande