କମ୍ବ୍ରିଜ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ
କେନ୍ଦ୍ରାପଡା-୨୨ ଡିସେମ୍ବର (ହିସ) - କେନ୍ଦ୍ରାପଡା ପୈାରାଂଚଳ ର ଗୋପ ଗ୍ରାମ ନିକଟ ଷ୍ଟେସନ ରୋଡ ଠାରେ ଥିବା କେମ୍ବ୍ରିଜ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ମହା ସମୋରାହ ରେ ପାଳିତ ହୋଇଯାଇଛି । ସ୍କୁଲର ଚେୟାରମ୍ୟାନ ସୟଦ ରଫି ଅହମ୍ମଦ ରାଜାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡିଏସପି ସେ
-------କେମ୍ବ୍ରିଜ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ


କେନ୍ଦ୍ରାପଡା-୨୨ ଡିସେମ୍ବର (ହିସ) - କେନ୍ଦ୍ରାପଡା ପୈାରାଂଚଳ ର ଗୋପ ଗ୍ରାମ ନିକଟ ଷ୍ଟେସନ ରୋଡ ଠାରେ ଥିବା କେମ୍ବ୍ରିଜ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ମହା ସମୋରାହ ରେ ପାଳିତ ହୋଇଯାଇଛି । ସ୍କୁଲର ଚେୟାରମ୍ୟାନ ସୟଦ ରଫି ଅହମ୍ମଦ ରାଜାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡିଏସପି ସେରାଜ କୁମାର ସାହୁ ମୁଖ୍ୟ ଅତିଥି ଭୋବ ଯୋଗ ଦେଇଥେôଲ । ଭାରତୀୟ ସେନା ବାହିନୀ ର ଅବସରପ୍ରାପ୍ତ ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭୋବ ଯୋଗ ଦେଇ ଉପସ୍ଥିତ ଅବିଭାବକ ମାନଙ୍କୁ ନିଜର ପିଲାମାନଙ୍କୁ ଉତମ ଶିକ୍ଷା ଦେବା ସହ ଶୃଙ୍ଖଳା, ଦେଶ ପ୍ରେମ, ବୟସ୍କଙ୍କ ପ୍ରତି ସମ୍ମାନେବାଧ ଓ ପିତୃମାତୃ ସେବା ପରାୟଣ ଭାବନା ଜାଗ୍ରତ କରିବା ଭଳି ସଂସ୍କାର ପ୍ରଦାନ କରିବାକୁ ଆହ୍ୱାନ ଦେଇଥେôଲ । ସ୍ଥାନୀୟ କାଉନସିଲର ନିରାକାର ସ୍ୱାଇଁ ଓ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ ସମ୍ମାନିତ ଅତିଥି ଭୋବ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥେôଲ । ସ୍କୁଲର ଅଧ୍ୟକ୍ଷ ସଚ୍ଚିଦାନନ୍ଦ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା େବେଳ ଶିକ୍ଷକ, ଶିକ୍ଷୟିତ୍ରୀ ମୋନ ଉତ୍ସବ ପରିଚାଳନା ରେ ସହାୟତା କରିଥେôଲ ।

-------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande