ସଂସଦ ଆଦର୍ଶ ଗ୍ରାମ ଯୋଜନା
ଖୋର୍ଦ୍ଧା, 4 ଜାନୁଆରି (ହି.ସ.)ଆଦର୍ଶ ଗ୍ରାମ ଯୋଜନା ଏକ ବୈଠକ ମୁଖ୍ୟ ଜିଲାପରିଷଦ ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ଆଜି ଅପରାହ୍ନ ଅପରାହ୍ନରେ ସଂସଦ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହା ଏକ ଗ୍ରାମୀଣ ଉନ୍ନୟନ
ସାଂସଦ


ଖୋର୍ଦ୍ଧା, 4 ଜାନୁଆରି (ହି.ସ.)ଆଦର୍ଶ ଗ୍ରାମ ଯୋଜନା ଏକ ବୈଠକ ମୁଖ୍ୟ ଜିଲାପରିଷଦ ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ଆଜି ଅପରାହ୍ନ ଅପରାହ୍ନରେ ସଂସଦ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହା ଏକ ଗ୍ରାମୀଣ ଉନ୍ନୟନ ଯୋଜନା ଯେଉଁଥ୍ରେ ସଂସଦୀୟ ଆଦର୍ଶ ଗ୍ରାମମାନଙ୍କର ସାମାଜିକ, ଆର୍ଥିକ, ପରିବେଶର ଉନ୍ନତି କରଣ କରିବା ଏହାର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ କୌଣସି ପାଣ୍ଠିର ବ୍ୟବସ୍ଥା ନାହିଁ । ସରକାରଙ୍କ ବିଭିନ୍ନ ବିଭାଗ, ଲାଇନ ଡିପାର୍ଟ ଯନ୍ତ୍ରୀମାନଙ୍କର ସହଯୋଗରେ କାର୍ଯ୍ୟ କରା‌ଯାଇପାରିବ । ମନୋଭାବର ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଖୋର୍ଦ୍ଧା ଜିଲ୍ଲାର ମୋଟ ୧୯୦ ଗ୍ରାମ ପଞ୍ଚାୟତରୁ ୧୧ ଟି ଗ୍ରାମ ପଞ୍ଚାୟତକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି । ଏହି ୧୧ ଟି ଗ୍ରାମ ପଞ୍ଚାୟତରୁ ୬ ଟି ଯଥା ଧଉଳି , ପାରିଓରଡ ,ପାଟପୁର ଶାସନ ,କାନପୁର , ବଡପାରି ,ଅନ୍ଧାରୁଆ ଆଦିକୁ ଅନୁମୋଦନ କରାଯାଇଛି ।

ଅବଶିଷ୍ଟ ୫ ଟି ସଂସଦୀୟ ଆଦର୍ଶ ଗ୍ରାମ ଯୋଜନାର ବଇଞ୍ଚୁଆ ,ତମାଣ୍ଡୋ,କଲ୍ଯାଣ ପୁର , ଜଙ୍କିଆ,ବାଘମାରି ଗ୍ରାମ ପଞ୍ଚାୟତ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସରପଞ୍ଚ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ବୈଠକରେ ଅବଗତ କରା ଯାଇଥିଲା । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଅଧୁକାରୀ, କସ୍ତୁରିବାଳା ଜେନା, ଡେପୁଟି ଡ଼ାଇରେକ୍ଟର ଶଙ୍କର ବେହେରା, ହ ନାରାୟଣ ସେନାପତି, ଓଏଲଏମ , ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ହର୍ଟିକଲ୍ଡର ଆଲୋଚନା କରାଗଲା । । ସମସ୍ୟା ସମ୍ପର୍କରେ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ କୃଷି । ଉନ୍ନୟନ ଅଧିକାରୀ, ରବି ଖୋର୍ଦ୍ଧା ଡଃ ଗୀତାନଶୁ ମୋହନ ଦାଶ, ଡିପିଏମ୍, କ୍ଷୀରାବଧୀ ତନୟା ସାହୁ, ବି ଡି ଓ, ଖୋର୍ଦ୍ଧା, ଡି ଡନ୍ତୁ ଓ ସମସ୍ତ ସରପଞ୍ଚ, ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ସ୍ମିତା ମହାନ୍ତି, ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande