ଚୁରାଚାନ୍ଦପୁର(ମଣିପୁର)6
ଜାନୁଆରୀ(ହି.ସ)-ଚୁରଚାନ୍ଦପୁର ଥାନା ଅଞ୍ଚଳ ଅନ୍ତର୍ଗତ ଖୁଗା,ମତ୍ତା ଗ୍ରାମରେ ସୁରକ୍ଷାବାହିନୀ
ଏକ ଚାରି ଚକିଆ ଯାନରୁ ଡବ୍ଲୁୱାଇ ଟ୍ୟାବଲେଟ ଏବଂ ବ୍ରାଉନସୁଗାର ସହ ଦୁଇଜଣଙଅକୁ ଗିରଫ କରିଛି।ଗିରଫ
ବ୍ୟକ୍ତିମାନେ ପୀ.ଥାଙ୍ଗଖାନଳାମ(45)ଏବଂ ମଙଅଗଳିୟାନଖୁପ(32)ବୋଲି ଜଣାପଡିଛି।ସେମାନଙ୍କ ନିକଟରୁ
60ସାବୁନ କେସରୁ ସନ୍ଦେହଜନକ ବ୍ରାଉନ ସୁଗାର (ପ୍ରାୟ77 ଗ୍ରାମ)ଏବଂ 537 ଡବ୍ଲୁୱାଇ
ଟ୍ୟାବଲେଟ(ପ୍ରାୟ 60 ଗ୍ରାମ)ଜବତ କରାଯାଇଛି।ସୁରକ୍ଷାବାହିନୀ ଏକ ଚାରିଚକିଆ ଯାନ ମଧ୍ୟ ଜବତ
କରିଛି।ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା