ଜୟପୁର , 7 ଜାନୁଆରି (ହି.ସ.)
ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଜିଲ୍ଲାପାଳ ଭାବେ କାର୍ଯ୍ୟରତ ମହେଶ୍ବର ଚନ୍ଦ୍ର ନାୟକ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ରେଜିଷ୍ଟର ଭାବେ ଦାୟୀତ୍ବ ଗ୍ରହଣ କରିବେ। ବିଶ୍ଵବିଦ୍ୟାଳୟ ଘୋଷଣା ହେବାପର ଠାରୁ ସରକାର ଏଠାରେ ରେଜିଷ୍ଟର ନିଯୁକ୍ତି କରିନଥିଲେ ଆଜି ଏନେଇ ଏକ ନୋଟିଫିକେସନ ଜାରି ହୋଇଛି। ଏଥି ପ୍ୁର୍ବରୁ ରେଜିଷ୍ଟର ଭାବେ ରଞ୍ଜନ କୁମାର ପ୍ରଧାନ ଦାୟିତ୍ବ ତୁଲାଇ ଆସୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପବନ