କାଳୀପୂଜାରେ ମା ଉଗ୍ରତାରାଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
ଖୋର୍ଦ୍ଧା, ୨୦ ଅକ୍ଟୋବର (ହି.ସ.)- ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଉଗ୍ରତାରାଙ୍କ ପୀଠରେ ଆଜି କାଳୀପୂଜା ଉପଲକ୍ଷେ ରୀତିନୀତି ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରିଛନ୍ତି ପୂଜାରୀ । ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ଆଖପାଖ ଅଂଚଳ, ଜିଲ୍ଲା ତଥା ଜିଲ୍ଲା
ମା ଉଗ୍ରତାରା


ଖୋର୍ଦ୍ଧା, ୨୦ ଅକ୍ଟୋବର (ହି.ସ.)- ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଉଗ୍ରତାରାଙ୍କ ପୀଠରେ ଆଜି କାଳୀପୂଜା ଉପଲକ୍ଷେ ରୀତିନୀତି ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରିଛନ୍ତି ପୂଜାରୀ । ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ଆଖପାଖ ଅଂଚଳ, ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande