ଜିଜିପ କଲୋନୀ ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିରରେ ବାର୍ଷିକପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)-ଜିଜିପି କଲୋନୀ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିରରେ ଆସନ୍ତା 23ତାରିଖରେ ନବମ ବାର୍ଷିକ କାଳୀ ପୂଜା ମୋହତ୍ସବ ଅନୁଷ୍ଠିତ ହେବ | ସେଥିପାଇଁ କମିଟି ପକ୍ଷରୁ ବେଶ ପ୍ରସ୍ତୁତି କରାଯାଇଛି | 20 ତାରିଖରୁ 29ତାରିଖ ପର୍ଯ୍ୟନ୍ତ ପୂଜା ମହୋତ୍ସବ ଅନୁଷ୍
ଜିଜିପ କଲୋନୀ ସ୍ଥିତ ମାଆ     ଦକ୍ଷିଣକାଳୀ ମନ୍ଦିରରେ ବାର୍ଷିକପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି


ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)-ଜିଜିପି କଲୋନୀ

ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିରରେ ଆସନ୍ତା 23ତାରିଖରେ ନବମ ବାର୍ଷିକ କାଳୀ ପୂଜା ମୋହତ୍ସବ ଅନୁଷ୍ଠିତ ହେବ | ସେଥିପାଇଁ କମିଟି

ପକ୍ଷରୁ ବେଶ ପ୍ରସ୍ତୁତି କରାଯାଇଛି | 20 ତାରିଖରୁ 29ତାରିଖ ପର୍ଯ୍ୟନ୍ତ ପୂଜା ମହୋତ୍ସବ ଅନୁଷ୍ଠିତ ହେବ | ସାଂସ୍କୃତିକ

କାର୍ଯ୍ୟକ୍ରମରେ ଓଡ଼ିଶାର ନାମୀଦାମୀ ଗୀତିକାର ଓ କଳାକାର ମାନେ ଯୋଗଦେବେ | ମହିଳା ଭକ୍ତଙ୍କ

ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ଭଲ୍ୟୁଣ୍ଟର ମୁତୟନ ହେବା ସହ ସିସିଟିଭି ଛାଉଣୀରେ ରହିବ

ପୂଜା ମଣ୍ଡପ | ସବୁ ବର୍ଷ ପରି ଏବର୍ଷ ମଧ୍ୟ ମାଆଙ୍କ ପୂଜା ଅର୍ଚନା ବେଶ ଧୁମ ଧାମରେ ପାଳନ କରାଯିବ |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande