ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ : ରାମାୟଣର ସୀତା ଭୂମିକା ଅଭିନୀତ ଦୀପିକା ଯୋଗଦେଲେ
ବଲାଙ୍ଗୀର, ୨୪ ଅକ୍ଟୋବର(ହି.ସ.) – ଶିକ୍ଷାବିତ ତଥା ସମାଜସେବୀ ଓ ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଟିକେଶ୍ୱର ଗୁରୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ଏଠାରେ ଗାନ୍ଧୀ ନଗର ପଡ଼ା ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାମାନନ୍ଦ ସାଗରକୃତ ‘ରାମାୟଣ''ର ସୀତା ଚରିତ୍ରରେ ଅଭିନୟ କରି ଘରେ ଘରେ ସେ
ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ : ରାମାୟଣ ର ସୀତା ଭୂମିକା ଅଭିନୀତ ଦୀପିକା ଯୋଗ ଦେଲେ

ବଲାଙ୍ଗୀର, ୨୪ ଅକ୍ଟୋବର(ହି.ସ.) – ଶିକ୍ଷାବିତ ତଥା ସମାଜସେବୀ ଓ ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଟିକେଶ୍ୱର ଗୁରୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଆଜି ଏଠାରେ ଗାନ୍ଧୀ ନଗର ପଡ଼ା ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାମାନନ୍ଦ ସାଗରକୃତ ‘ରାମାୟଣ'ର ସୀତା ଚରିତ୍ରରେ ଅଭିନୟ କରି ଘରେ ଘରେ ସେ ସମ୍ପସିରିଚିତ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶ୍ରୀମତୀ ଦୀପିକା ଚି଼ଖଲିଆ(ପୂର୍ବତନ ସାଂସଦ) ସୁଦୂର ମୁମ୍ବାଇରୁ ଆସି ଶ୍ରୁତି ସଭାରେ ଯୋଗ ଦେଇଥିଲେ। ଏଇ ଅବସରରେ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ, ପ୍ରାନ୍ତ ସଂଘ ଚାଳକ, ଓଡ଼ିଶା ପଶ୍ଚିମ ପ୍ରାନ୍ତ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସନାତନ ପ୍ରଧାନ, ବଲାଙ୍ଗୀର ମୁନିସିପାଲିଟିର ନଗରପାଳ ଶ୍ରୀମତୀ ଲିକା ସାହୁ ପ୍ରମୁଖ ଯୋଗ ଦେଇ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ଶ୍ରୀ ଟିକେଶ୍ୱର ଗୁରୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ. ପରେ ଶ୍ରୀ ଗୁରୁଙ୍କ ପୁତ୍ର ଘଂଟେଶ୍ୱର ଗୁରୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ତାଙ୍କ ବକ୍ତବ୍ୟ ମଧ୍ୟରେ ଶ୍ରୀମତୀ ଦୀପିକା ଜି ରାମାୟଣ ର ଗୋଟିଏ ସଂଳାପ କହି ଶୁଣାଇ ଥିଲେ, ଯୋଉଥିରେ କି ପୁରା ଦର୍ଶକ ଅଭିଭୂତ ହୋଇ ଯାଇ ଥିଲେ। ସେ ତାଙ୍କ ବକ୍ତବ୍ୟ ରେ ବଲାଙ୍ଗୀର, ଓଡ଼ିଶା, ଓ ସମ୍ବଲପୁରୀ ଶାଢ଼ୀ ଓ ଓଡ଼ିଶାର ସଂସ୍କୃତିକୁ ଖୁବ ପ୍ରଶଂସା କରିଥିଲେ। ପ୍ରକାଶ ଥାଉ କି ସେ ବଲାଙ୍ଗୀରରେ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଦୁର୍ଗା ମା ମନ୍ଦିର ଦର୍ଶନ କରିଥିଲେ ଓ ଏଠାରେ କିଛି ସମ୍ବଲପୁରୀ ଶାଢ଼ୀ କିଣିଥିଲେ। ଏ ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ମଧ୍ୟରେ ସେବା ପାଇଁ ସୁଶ୍ରୀ ରମାଦେବୀ ଯାନୀ, ଶିକ୍ଷକତା ପାଇଁ ତ୍ରିନାଥ କୁଅଁର, ଜ୍ୟୋତିଷି ପାଇଁ ଶଶିଭୂଷଣ ଶତପଥି ଓ ସଂସ୍କୃତର ବିକାଶ ପାଇଁ କ୍ରିଷ୍ଣା ମହାକୁର(ଛାତ୍ରୀ)ଙ୍କୁ ସମ୍ମାନିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande