ମିଳିତ ଜାତିସଂଘ ଦିବସରେ ଜାତିସଂଘର ୮୦ ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ମିଳିତ ଜାତିସଂଘ ଦିବସରେ ଜାତିସଂଘର ୮୦ ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ମିଳିତ ଜାତି
ମିଳିତ ଜାତିସଂଘ ଦିବସରେ ଜାତିସଂଘର     ୮୦ ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ମିଳିତ ଜାତିସଂଘ

ଦିବସରେ ଜାତିସଂଘର ୮୦ ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କରିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଆମେ ବିଶ୍ୱର ଶାନ୍ତି, ଏକତା, ଏବଂ ସାମୂହିକ ସହଭାଗିତା ପାଇଁ ମିଳିତ ଜାତିସଂଘର ୮୦ ବର୍ଷର ଉଦ୍ୟମ ଓ

ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛନ୍ତି।

ଆଜିର ଦିନରେ, ଆସନ୍ତୁ ଏକ ଶାନ୍ତିପୂର୍ଣ୍ଣ, ନ୍ୟାୟସଙ୍ଗତ ଏବଂ ସମୃଦ୍ଧ

ବିଶ୍ୱ ଗଠନ ଦିଗରେ ଆମର ସାମୂହିକ ସଂକଳ୍ପ ପ୍ରତି ପ୍ରତିବଦ୍ଧ ହେବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande