ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.)- ଆଗାମୀ ୭ ଦିନ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
24 Oct 2025
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ - ଯାହା ସମୁଦ୍ର ପତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ, ଆଜି ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛ..
ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଆଉ ଦିନ କେଇଟା ପରେ ଦାନା ବାତ୍ୟାର ପ୍ରଭାବ ଉପକୂଳବର୍ତୀ ଜିଲ୍ଲାକୁ ଆସିବାର ଗୋଟିଏ ବର୍ଷ ପୁରଣ ହେବ। ହେଲେ ବାତ୍ୟା କ୍ଷୟକ୍ଷତି ମରାମତି ପାଇଁ ଆସିଥିବା ୨୦ କୋଟି ଟଙ୍କା ଖର୍ଚ ନ ହୋଇ ଚାନ୍ଦବାଲି ବ୍ଳକରେ ପଢ଼ିରହିଛି ବୋଲି ପଂଚାୟତ ସ୍ତରୀୟ ନେତା ମାନଙ୍କ ମଧ୍ୟରେ ଦୀର୍..
ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ଆଦ୍ୟାଶକ୍ତି ମା ଭଦ୍ରକାଳୀ ସପ୍ତ ମାତୃକା ବେଶ ର ପଂଚମ ଦିବସରେ ଜଗଦ୍ଧାତ୍ରୀ ରୂପେ ପୁଜା ପାଇଛନ୍ତି। ମାଙ୍କର ଏହି ଅପୂର୍ବ ରୂପ କୁ ଦର୍ଶନ କରି ଆଶିଷ ପ୍ରାପ୍ତ ହେବା ନିମନ୍ତେ ପୀଠ ରେ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭିଡ଼ ..
Bhubaneswar, 24 ଅକ୍ଟୋବର (ହି.ସ.) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସ୍ଥାନୀୟ ଜନସାଧାରଣ ବିପୁଳ ସମ୍ୱର୍ଦ୍ଧନା ଦେଇ ବିଜୁ ଜନତା ଦଳ ପ୍ରତି ବିଶ୍ୱାସ ବ୍ୟକ୍ତ କରିଥିଲେ । ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha