ୱାର୍ଲ୍ଡ କପ୍‌ର ସେମି-ଫାଇନାଲରେ ସ୍ଥାନ ନିଶ୍ଚିତ କରିଥିବାରୁ ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ୱାର୍ଲ୍ଡ କପ୍‌ର ସେମି-ଫାଇନାଲରେ ସ୍ଥାନ ନିଶ୍ଚିତ କରିଥିବାରୁ ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ବିର
ୱାର୍ଲ୍ଡ କପ୍‌ର     ସେମି-ଫାଇନାଲରେ ସ୍ଥାନ ନିଶ୍ଚିତ କରିଥିବାରୁ ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଅଭିନନ୍ଦନ     ଜଣାଇଲେ ନବୀନ


ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ୱାର୍ଲ୍ଡ କପ୍‌ର

ସେମି-ଫାଇନାଲରେ ସ୍ଥାନ ନିଶ୍ଚିତ କରିଥିବାରୁ ଭାରତୀୟ ମହିଳା କ୍ରିକେଟ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ

ବିରୋଧରେ ବିଜୟୀ ପ୍ରଦର୍ଶନ କରି 2025 ମହିଳା ୱର୍ଲ୍ଡ କପ୍‌ର ସେମି-ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିବା ଭାରତୀୟ ମହିଳା

କ୍ରିକେଟ୍ ଟିମକୁ ଅଭିନନ୍ଦନ। ଟିମ ଏଭଳି ସଫଳ ଖେଳ ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଗୌରବ

ଆଣନ୍ତୁ — ଏହି ପ୍ରାର୍ଥନା।

ଶୁଭେଚ୍ଛା ଓ ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande