ବିଶ୍ୱ ପୋଲିସ ଦିବସରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପ୍ରଭାତି ପରିଡାଙ୍କ ଆହ୍ୱାନ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଶ୍ୱ ପୋଲିସ ଦିବସରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପ୍ରତି ଶିଶୁଙ୍କ ଟୀକାକରଣ ଜରିଆରେ ବିଶ୍ୱକୁ ପ
ବିଶ୍ୱ ପୋଲିସ ଦିବସରେ ବ୍ୟାପକ     ଜନସଚେତନତା ସୃଷ୍ଟି କରିବାକୁ ପ୍ରଭାତି ପରିଡାଙ୍କ ଆହ୍ୱାନ


ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଶ୍ୱ ପୋଲିସ

ଦିବସରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆହ୍ୱାନ

ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପ୍ରତି ଶିଶୁଙ୍କ

ଟୀକାକରଣ ଜରିଆରେ ବିଶ୍ୱକୁ ପୋଲିଓ ମୁକ୍ତ କରିବାର ଲକ୍ଷ୍ୟ ସାଧନ କରାଯାଇପାରିବ । ଏଥିପାଇଁ

ଭାରତ ସରକାର ବ୍ୟାପକ ଜନସଚେତନତା ସୃଷ୍ଟି କରୁଛନ୍ତି । କୌଣସି ବି ଶିଶୁ ଯେପରି ପୋଲିଓ ଟୀକାରୁ

ବଞ୍ଚିତ ନହେବେ ସେଦିଗରେ ଆମେ ସମସ୍ତେ ପ୍ରୟାସ କରିବା ପାଇଁ ଆଜିର ଦିନରେ ଆହ୍ୱାନ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande