ଗୋଳାଗାଡ଼ିଆରେ ୩୮ତମ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ
ଘଟଗାଁ, ୨୬ ଅକ୍ଟୋବର (ହି.ସ.) - ଟାଙ୍ଗୀରିଆ ପାଳ ପଂଚାୟତର ଗୋଲା ଗଡିଆଠାରେ ଆଜି ଠାରୁ ୩୮ତମ ଫୁଟବଲ ଟୁର୍ନାମେଂଟ ୪ଦିନ ବ୍ୟାପି ଅନୁଷ୍ଠିତ ହେବା ନେଇଜନ ଜାଗୃତି ଯୁବକ ସଙ୍ଘ ତରଫରୁ ସୂଚନା ମିଳିଛି ଟୁର୍ନାମେଂଟ ଚଳିତ ମାସ ୨୬ତାରିଖ ଠାରୁ ଆରମ୍ଭ ହୋଇ ୨୯ତାରିଖ ଦିନ ଉଦଯାପିତ ହେବାକୁ ଥିବା ବେଳେ ଜିଲ୍ଲ
ଗୋଳାଗାଡ଼ିଆରେ ୩୮ତମ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ


ଘଟଗାଁ, ୨୬ ଅକ୍ଟୋବର (ହି.ସ.) - ଟାଙ୍ଗୀରିଆ ପାଳ ପଂଚାୟତର ଗୋଲା ଗଡିଆଠାରେ ଆଜି ଠାରୁ ୩୮ତମ ଫୁଟବଲ ଟୁର୍ନାମେଂଟ ୪ଦିନ ବ୍ୟାପି ଅନୁଷ୍ଠିତ ହେବା ନେଇଜନ ଜାଗୃତି ଯୁବକ ସଙ୍ଘ ତରଫରୁ ସୂଚନା ମିଳିଛି ଟୁର୍ନାମେଂଟ ଚଳିତ ମାସ ୨୬ତାରିଖ ଠାରୁ ଆରମ୍ଭ ହୋଇ ୨୯ତାରିଖ ଦିନ ଉଦଯାପିତ ହେବାକୁ ଥିବା ବେଳେ ଜିଲ୍ଲା ବାହାରର ୪୮ଗୋଟି ଫୁଟବଲ ଟିମ ଯୋଗ ଦେଇ ୪ଗୋଟି ଗ୍ରୁପରେ ଖେଳା ଯିବ ଉକ୍ତ ଟୁର୍ନାମେଂଟ ଖେଳରେ ପୂର୍ବ ବର୍ଷ ପରି କ୍ଲବତରଫରୁ ସାଂସ୍କୃତିକ ଏବଂ ବିଭିନ ପ୍ରକାର ଖେଳ ପ୍ରତି ଯୋଗିତା ହେବାକୁ ସ୍ଥିର କରା ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande