
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)
- ଭାଙ୍ଗିଲା
ଅଣ୍ଡର କନଷ୍ଟ୍ରକସନ୍ ସେଡ୍ । ପାହାଳ ଅଞ୍ଚଳରେ ଥିବା ଗାର୍ମେଣ୍ଟ କମ୍ପାନୀର ଭାଙ୍ଗିଲା ସେଡ୍। ଭିତରେ
କାମ କରୁଥିବା କ୍ରେନ୍ ବାଜି ସେଡ୍ ଭାଙ୍ଗିଥିବା ସୂଚନା ମିଳିଛି । ଘଟଣାରେ କେହି ଆହତ ହୋଇ
ନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପାହାଳ ଥାନା ପୋଲିସ କରୁଛି ଯାଞ୍ଚ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା