ପ୍ରଦେଶ ମହିଳା କଂଗ୍ରେସ କମିଟି ଗଠିତ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ମହିଳା କଂଗ୍ରେସ ସେଭାନେତ୍ରୀ ମୀନାକ୍ଷି ବାହିନିପତିଙ୍କ ରାଜ୍ୟ ମହିଳା କଂଗ୍ରେସ କମିଟି ପ୍ରସ୍ତାବୁ ଅନୁମୋଦନ କରି ଅଖିଳ ଭାରତ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଅଳକା ଲାମ୍ବା ସେମାନଙ୍କ ନାମ ଓ ତାଲିକା ପ୍
ପ୍ରଦେଶ ମହିଳା କଂଗ୍ରେସ କମିଟି ଗଠିତ


ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ମହିଳା କଂଗ୍ରେସ ସେଭାନେତ୍ରୀ ମୀନାକ୍ଷି ବାହିନିପତିଙ୍କ ରାଜ୍ୟ ମହିଳା କଂଗ୍ରେସ କମିଟି ପ୍ରସ୍ତାବୁ ଅନୁମୋଦନ କରି ଅଖିଳ ଭାରତ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଅଳକା ଲାମ୍ବା ସେମାନଙ୍କ ନାମ ଓ ତାଲିକା ପ୍ରକାଶ କରିଛନ୍ତି । ଉକ୍ତ କମିଟିରେ ଉପସଭାପତି ଭାବେ ଜୟଶ୍ରୀ ପଟ୍ଟନାୟକ, ଦେବାସ୍ମିତା ସାମଲ, ଯବାମଣି ଟୁଡୁ, ସୁନିତା ବିଶ୍ୱାଳ, ବିଶ୍ୱକଲ୍ୟାଣି କର, ଦ୍ରୌପଦୀ ମାଝୀ, ପ୍ରତିମା ମଲ୍ଲିକ, ଅନିତା ନାୟକ, ସ୍ୱର୍ଣ୍ଣପ୍ରଭା ପେଶାୟତ, ପ୍ରଣତୀ ମିଶ୍ର ରହିଥିବାବେଳେ ସାଧାରଣ ସମ୍ପାଦୀକା ଭାବେ ବାସନ୍ତୀ ସାମଲ, ହାରାବତି ଗଣ୍ଡ, ଶ୍ରୀୟାସ୍ମିତା ପଣ୍ଡା, ଗୋରେତୀ ଏକ୍ସ, ପ୍ରୀତିଛନ୍ଦା କୈବଲ୍ୟ ନାୟକ, ଦିପ୍ତିରାଣୀ ପ୍ରଧାନ, ଅମିଶା ସାମନ୍ତରାୟ, ଲିଜାରାଣି ରାଉତ, ନିରୁପମା ପାତ୍ର, ସୁପ୍ରଭା ବରାଇ, ଶ୍ରୀୟା ମହାନ୍ତି, ବନ୍ଦିତା ମହାନ୍ତି, ସୁଭସ୍ମିତା ଦାସ, ଏଲିସ୍ ମିଞ୍ଜ, ପିଙ୍କି କଅଁର, ପ୍ରଗତି ନାୟକ, ସୁରଭି ବିଷୋୟୀ, ମଞ୍ଜୁଶ୍ରୀ ମିଶ୍ର, ମୀରା ମଣ୍ଡଳ, ଇସ୍ରାତ ଜାହାନ, ଲିଜାରାଣୀ ରାଉତ, ସୁନିତା ଲାକ୍ରା ରହିଛନ୍ତି । ଅନୁରୂପ ଭାବେ ସମ୍ପାଦକ ଭାବେ ବିନତୀ ପଢ଼ିଆରୀ, ମୋତୀ କୈବର୍ତ୍ୟ, ଦେବସ୍ମିତା ସାହୁ, ନନ୍ଦୀ ଗୌରୀ, ମାଳତୀ ନାୟକ, ଜ୍ୟୋତି ଲାକ୍ରା, ନନ୍ଦିନି ଲାକ୍ରା, ସବିତା ଚାନ୍ଦ, ରୀନା ବେହେରା, ମାମିନା ଭୂୟା, ସ୍ୱସ୍ତିକ ପଣ୍ଡା, ନମିତା ମାଝୀ, ମାମିନା ପାତ୍ର, ସୁଦୀପ୍ତା ଦାସ, ମହେନ୍ଦ୍ରୀ ସାହୁ, ଚୈତାଳି ପଟ୍ଟନାୟକ, ଗୌରୀ ବିଶୋୟୀ, କବିତା ପ୍ରିୟଦର୍ଶନୀ ଦାସ, ମିନତୀ ରାଉତ, ପ୍ରଜ୍ଞା ପି. ବେହେରା, ପ୍ରତିମା ପଣ୍ଡା, ସିଲି ସେଠୀ, ସୁନିତା ବାଗ, ରଞ୍ଜିତା ଜୋଷି, ତ୍ରିଷ୍ନା ରୟ, ମନୋରମା ଖଟୁଆ, ଉଷାରଞ୍ଜନ ମହନ୍ତ, ରଞ୍ଜିତା ନାୟକ, ଜ୍ୟୋଷ୍ମା ସେନାପତି, ବୁଲ୍କି ସେଠ, ମୀନାକ୍ଷି ପ୍ରଧାନୀ, ସ୍ୱର୍ଣ୍ଣଲତା ବାନାରା, ଲିପିକା ପାଲ, ନିରୁପମା ବେହେରା, ନଳିମା ଅଗ୍ରୱାଲ, ବଂଶିଧର ସାମନ୍ତରାୟ, ରଞ୍ଜିତା ହେମ୍ବ୍ରମ୍‌, ନିନି ବୁଦ୍‌, ପ୍ରତିମା ନାୟକ, ଲକ୍ଷ୍ମୀ ସବର, ସୁଦେଷ୍ମା ପଣ୍ଡା, ଜ୍ୟୋତି ତାଲୁଜା, ଜୟସ୍ମିତା ମହାନ୍ତି, ପୂର୍ଣ୍ଣିମା ବେହେରା, ରୀନା ବେହେରା ରହିଛନ୍ତି । ଉକ୍ତ କମିଟିରେ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ ବିଜୟଲକ୍ଷ୍ମୀ ସାହୁ, ସରସ୍ୱତୀ ହେମ୍ବ୍ରମ, ଗିରିବାଳା ବେହେରା, ରତ୍ନମଣୀ ଉଲ୍ଲକା ପ୍ରମୁଖ ସ୍ଥାନ ପାଇଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ବାହିନିପତି ଜଣାଇଛନ୍ତି । ଏହି ଅବସରରେ ଜନନାୟକ ତଥା ବିରୋଧି ଦଳର ନେତା ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଏବଂ ରାଜ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ହାତରେ ହାତ ମିଳାଇ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ନୂତନ ମହିଳା ପଦାଧିକାରୀଙ୍କୁ ପରାମର୍ଶ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀମତୀ ବାହିନିପତି । ସେହିପରି ଏ.ଆଇ.ସି.ସି. ମହିଳା କଂଗ୍ରେସ ପ୍ରଭାରୀ ତୁଳିକା କର୍ମା, ନୂତନ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande