ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ
ବଲାଙ୍ଗିର, ୨୫ ନଭେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ବିଧାନସଭା ସମ୍ମିଳନୀ କାର୍ଯ୍ୟକ୍ରମ ଗତକାଲି ପଥରଚେପା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ
ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ


ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ


ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ


ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ


ବଲାଙ୍ଗିର, ୨୫ ନଭେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ବିଧାନସଭା ସମ୍ମିଳନୀ କାର୍ଯ୍ୟକ୍ରମ ଗତକାଲି ପଥରଚେପା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା। ମଞ୍ଚରେ ଉପସ୍ଥିତ ଅତିଥି ଗଣଙ୍କ ମଧ୍ୟରେ ବଲାଙ୍ଗିର ବିଧାନସଭା ପ୍ରାର୍ଥ ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ, ଏହି କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀମତୀ ସଂଜୁ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାନସଭାର ସମସ୍ତ ମଣ୍ଡଳର ସଭାପତି ମାନେ ଓ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ମହିଳା ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଦେ ମାତରଂ ଗାନର ୧୫୦ ବର୍ଷ ପୂର୍ତ୍ତିକୁ ନେଇ ଦେଶପ୍ରେମ ତଥା ସ୍ବଦେଶୀ ଜିନିଷ ବ୍ୟବହାର କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଥିଲା।

କାର୍ଯ୍ୟକ୍ରମରେ ସମସ୍ତ ବିଜେପି କର୍ମୀମାନେ ସ୍ବଦେଶୀ ଜିନିଷ ବ୍ୟବହାର କରିବା ଓ ଲୋକ ମାନଙ୍କୁ ସଚେତନ କରିବା ପାଇଁ ସାମୁହିକ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଭାବରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande