ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡାବାସୀ- ପ୍ରଭାତି ପରିଡା
ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟାର୍ଗେଟ୍‌ କରି କହିଛନ୍ତି ଯେ, ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡାବାସୀ । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍‌ କରି କହିଛନ୍ତି ଯେ, ବିଶ୍ୱ
ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ     ନୂଆପଡାବାସୀ- ପ୍ରଭାତି ପରିଡା


ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ନବୀନ

ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟାର୍ଗେଟ୍‌ କରି କହିଛନ୍ତି ଯେ, ନବୀନଙ୍କ

୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡାବାସୀ । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି

ଟାର୍ଗେଟ୍‌ କରି କହିଛନ୍ତି ଯେ, ବିଶ୍ୱାସଘାତକତା କ'ଣ ଏବେ ବୋଧେ

ଛାମୁଙ୍କୁ ଲାଗିଲା । ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ

ଦେବାକୁ ନୂଆପଡ଼ାବାସୀ ପ୍ରସ୍ତୁତ ।ମିଶନ ଶକ୍ତିର

ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାକତା ହୋଇଛି ।ଏହାର ଜବାବ

ସୁଭଦ୍ରା ଭଉଣୀମାନେ ଉପନିର୍ବାଚନରେ ନିଶ୍ଚୟ ଦେବେ ।ନୂଆପଡ଼ା ବାସୀ ବିଜେପିଙ୍କୁ ହିଁ ବାଛିବେ,

ପଦ୍ମ ଫୁଲରେ ଭୋଟ୍‌ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande