
ଗଞାମ, ୧୬ ଡିସେମ୍ବର (ହି.ସ.)-ପାଟପୁର ସେକ୍ସନର ପଳାସପୁର ଓ ନୂଆଗଡ ଅଞ୍ଚଳରେ ଚାରିଟିକିଆ ଜଙ୍ଗଲି ହାତୀ ଗତ ରାତିରେ କ୍ଷେତବାଡିରେ ପସି ଧାନ ଓ ବିଭିନ୍ନ ପନିପରିବା ଫସଲ ଖାଇଵା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ ଘଟଣାର ଅନୁଧ୍ଧାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ