ଉତ୍ତରାଧିକାରୀ ମାନଙ୍କୁ ତୁରନ୍ତ ନିଯୁକ୍ତି ଦାବି
ଗଞାମ, ୧୬ ଡିସେମ୍ବର (ହି.ସ.)- ରାଜ୍ଯ ସରକାରଙ୍କ‌ କୈ।ଣସି‌ ଅଧିକାରୀ କିମ୍ଵା କର୍ମଚାରୀଙ୍କ କାର୍ଯ୍ୟକାଳ ସମୟରେ ଯଦି ମୃତ୍ୟୁ ଘଟେ ତେଵେ ତାଙ୍କର ନିକଟ ଊତ୍ତରାଧିକାରୀ‌ଙ୍କୁ‌ ନିଯୁକ୍ତିଦେଇ ପରିବାରକୁ ଥଇଥାନ କରିବା ବ୍ୟବସ୍ଥା ରହିଛି। ତେବେ ଗଞ୍ଜାମ ଜିଲାରେ ଏ ଧରଣର ଵହୁ ଆଵେଦନକାରୀ ଦୀର୍ଘ ଦିନ ହେଲ
ଉତ୍ତରାଧିକାରୀ ମାନଙ୍କୁ ତୁରନ୍ତ ନିଯୁକ୍ତି ଦାବି


ଗଞାମ, ୧୬ ଡିସେମ୍ବର (ହି.ସ.)- ରାଜ୍ଯ ସରକାରଙ୍କ‌ କୈ।ଣସି‌ ଅଧିକାରୀ କିମ୍ଵା କର୍ମଚାରୀଙ୍କ କାର୍ଯ୍ୟକାଳ ସମୟରେ ଯଦି ମୃତ୍ୟୁ ଘଟେ ତେଵେ ତାଙ୍କର ନିକଟ ଊତ୍ତରାଧିକାରୀ‌ଙ୍କୁ‌ ନିଯୁକ୍ତିଦେଇ ପରିବାରକୁ ଥଇଥାନ କରିବା ବ୍ୟବସ୍ଥା ରହିଛି। ତେବେ ଗଞ୍ଜାମ ଜିଲାରେ ଏ ଧରଣର ଵହୁ ଆଵେଦନକାରୀ ଦୀର୍ଘ ଦିନ ହେଲା ନିଯୁକ୍ତି ପାଇଵା ଅପେକ୍ଷାରେ ଦୟନୀୟ ଅବସ୍ଥାରେ ରହିଛନ୍ତି। ଏଣୁ ରାଜ୍ୟ ସରକାର କାଳକ୍ଷେପଣ ନୀତି ଅଵଲମ୍ଵନ ନକରି ତୁରନ୍ତ କାର୍ଯ୍ୟକାଳ ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀ ଓ ଅଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande