ସହିଦ ନଗର ଗଣଦୁଷ୍କର୍ମ ମାମଲା, ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ସହିଦନଗର ଏକ ଭଡ଼ା ଘରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣା । ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା । କ୍ରାଇମବ୍ରାଞ୍ଚ ଡିଜିଙ୍କ ତତ୍ୱାବଧାନରେ ଘଟଣାକୁ ଅନୁଧ୍ୟାନ କରିବେ କ୍ରାଇମବ୍ରାଞ୍ଚ ଡିଜି । ଏନେଇ ସିଏଡବ୍ଲୁସହିଦନଗର ଥାନା ପାଖରୁ
ଦୁଷ୍କର୍ମ


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ସହିଦନଗର ଏକ ଭଡ଼ା ଘରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ଘଟଣା । ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା । କ୍ରାଇମବ୍ରାଞ୍ଚ ଡିଜିଙ୍କ ତତ୍ୱାବଧାନରେ ଘଟଣାକୁ

ଅନୁଧ୍ୟାନ କରିବେ କ୍ରାଇମବ୍ରାଞ୍ଚ ଡିଜି । ଏନେଇ ସିଏଡବ୍ଲୁସହିଦନଗର ଥାନା ପାଖରୁ ଘଟଣାର ସମସ୍ତ ତଥ୍ୟ ନେଇଥିବା ସୂଚନା ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande