ଚିଟଫଣ୍ଡ ପଇସା ଫେରାଇବା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ସରକାର ଚିଟଫଣ୍ଡ ପଇସା ଫେରାଇବାକୁ ସରକାର ମନସ୍ଥ କରିଛନ୍ତି। ତେଣୁ ଅର୍ଥ ଫେରାଯିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ବିଜେଡ଼ି ସରକାର ସମୟରେ ଚିଟଫଣ୍ଡ ଦୁର୍ନୀତି ହେଲା। ସିବିଆଇ ଆସିଲା। କିନ୍ତୁ ସେମାନେ ଚିଟଫଣ୍ଡ କ୍ଷତିଗ୍
ପ୍ରଦୀପ ବଳସାମନ୍ତ


ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ସରକାର ଚିଟଫଣ୍ଡ ପଇସା ଫେରାଇବାକୁ ସରକାର ମନସ୍ଥ

କରିଛନ୍ତି। ତେଣୁ ଅର୍ଥ ଫେରାଯିବ ବୋଲି ସମବାୟ

ମନ୍ତ୍ରୀ କହିଛନ୍ତି । ବିଜେଡ଼ି ସରକାର ସମୟରେ ଚିଟଫଣ୍ଡ ଦୁର୍ନୀତି ହେଲା। ସିବିଆଇ ଆସିଲା।

କିନ୍ତୁ ସେମାନେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇଲେ ନାହିଁ। ଏବେ ଆମ ସରକାର ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି

ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande