ମୁନ୍ସିପାଲିଟି ଆଇନ ଉଲଂଘନ ଯୋଗୁଁ ଅଧିକାରୀ  ଉପସ୍ଥିତି ରେ ହୋଟେଲ ସିଲ
ବଲାଙ୍ଗିର, 22 ଡିସେମ୍ବର (ହି.ସ.) ବଲାଙ୍ଗିର ପୌର ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ଭମର୍ସକୁ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ରେ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଓ ମାଜିଷ୍ଟ୍ରେଟ ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଏହି ହୋଟେଲକୁ ସିଲ୍‌ କରାଯାଇଥ
ମୁନ୍ସିପାଲିଟି ଆଇନ ଉଲଂଘନ ଯୋଗୁଁ ଅଧିକାରୀ  ଉପସ୍ଥିତି ରେ ହୋଟେଲ ସିଲ


ବଲାଙ୍ଗିର, 22 ଡିସେମ୍ବର (ହି.ସ.) ବଲାଙ୍ଗିର ପୌର ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ଭମର୍ସକୁ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ରେ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଓ ମାଜିଷ୍ଟ୍ରେଟ ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଏହି ହୋଟେଲକୁ ସିଲ୍‌ କରାଯାଇଥିବା ଜଣାପଡିଛି । ପୌର ଆଇନ ଉଲ୍ଲଂଘନ କରିଥିବାରୁ ହୋଟେଲ ସିଲ କରାଯାଇଥିବା ନିର୍ବାହ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande