ଫେଡେରେସନ କପ ନ୍ୟାସନାଲ ଉଷୁ ପ୍ରତିଯୋଗିତା ପାଇଁ ବଲାଙ୍ଗିର ରୁ ୫ ପ୍ରତିଯୋଗୀ
ବଲାଙ୍ଗିର, 23 ଡିସେମ୍ବର (ହି.ସ.) ଚଳିତ ମାସ ୨୪ ରୁ ୩୦ ପର୍ଯ୍ୟନ୍ତ ଛତିଶଗଡର ରାଜନନ୍ଦନଗାଁ ଦିଗବିଜୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୫୭ ଜଣ ଖେଳାଳି ଓ ୪ ଜଣ ଅଫିସିଆଲ ଅଂଶଗ୍ରହଣ କରିବେ । ବଲାଙ୍ଗିର ର ଖେଳାଳିମାନେ ହେଲେ ଆଲୋକ ନାଏକ, ରୁସ୍ତମ ନାଏକ, ମହମ୍ମଦ
ଫେଡେରେସନ କପ ନ୍ୟାସନାଲ ଉଷୁ ପ୍ରତିଯୋଗିତା ପାଇଁ ବଲାଙ୍ଗିର ରୁ ୫ ପ୍ରତିଯୋଗୀ


ବଲାଙ୍ଗିର, 23 ଡିସେମ୍ବର (ହି.ସ.)

ଚଳିତ ମାସ ୨୪ ରୁ ୩୦ ପର୍ଯ୍ୟନ୍ତ ଛତିଶଗଡର ରାଜନନ୍ଦନଗାଁ ଦିଗବିଜୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୫୭ ଜଣ ଖେଳାଳି ଓ ୪ ଜଣ ଅଫିସିଆଲ ଅଂଶଗ୍ରହଣ କରିବେ । ବଲାଙ୍ଗିର ର ଖେଳାଳିମାନେ ହେଲେ ଆଲୋକ ନାଏକ, ରୁସ୍ତମ ନାଏକ, ମହମ୍ମଦ ଆସିଫ ନିଜ ନିଜ ବିଭାଗରେ ଅଂଶ ଗ୍ରହଣ କରିବେ ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ଏବଂ ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ସଫଳ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande